ଭାରତ

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଲାଲଡୁହୋମା

(ମିଜୋରାମ) : ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ  (ଜେଡଏନପି) ନେତା ଲାଲଡୁହୋମା ଜୋରାମ।  ନ୍ୟାସନାଲିଷ୍ଟ ପାର୍ଟି (ଜେଡଏନପି) ନେତା ଲାଲଡୁହୋମା ଶୁକ୍ରବାର ଦିନ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମିଜୋରାମ ରାଜ୍ୟପାଳ ହରି ବାବୁ କାମ୍ବମ୍ପତୀ ରାଜ ଭବନ କମ୍ପ୍ଲେକ୍ସରେ ଲାଲଡୁହୋମାଙ୍କୁ ଶପଥ ଗ୍ରହଣ କରିଥିଲେ।

ସୂଚନାନୁଯାୟୀ ,  ଶପଥ ଗ୍ରହଣ ସମାରୋହ ସକାଳ ୧୧ଟାରେ ଆଇଜୋଲରେ ଅନୁଷ୍ଠିତ ହୋଇଥିଲା । ମିଜୋରାମରେ ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ୪ ଡିସେମ୍ବରରେ ଘୋଷଣା କରାଯାଇଥିଲା | ଯେଉଁଥିରେ ଜେଡଏନପି ୪୦ ଟି ସିଟ୍ ମଧ୍ୟରୁ ୨୭ଟି ଜିତି ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଛି । ମିଜୋରାମ ବିଧାନସଭା ନିର୍ବାଚନରେ ​​୨୦୨୩ ରେ ଲାଲଡୁହୋମା ସର୍ଚିପ୍ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ମୋଟ ୮୩୨୪ ଭୋଟ୍ ପାଇଥିଲେ। ଦ୍ୱିତୀୟ ସ୍ଥାନରେ ଥିଲା ମିଜୋ ନ୍ୟାସନାଲ ଫ୍ରଣ୍ଟର ନେତା ।

Related posts

 ସୁନୀତା କେଜ୍ରିୱାଲଙ୍କୁ ଭେଟିଲେ ସାଂସଦ ସଞ୍ଜୟ ସିଂ

mahabharatanews

ଜୀବନ ଯୁଦ୍ଧରେ ହାରିଗଲା ଜୁମ୍; ସହିଦ ହୋଇଗଲା ଭାରତୀୟ ସେନାର ଏହି ଯୋଦ୍ଧା କୁକୁର

mahabharatanews

୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

mahabharatanews