ଓଡିଶା

ଶସ୍ତା ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: କମିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର । ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ଆଜିଠୁ ଏହି ହ୍ରାସ ଦର ଲାଗୁ କରାଯାଇଛି । ୧୯କେଜିଆ କମର୍ସିଆଲ ସିଲିଣ୍ଡର ଦର ୧୭୧.୫ଟଙ୍କାକୁ ହ୍ରାସ କରିଛନ୍ତି ତେଲ କମ୍ପାନୀ । ଫଳରେ ପୂର୍ବରୁ କମର୍ସିଆଲ ସିଲି ଣ୍ଡର ଦର ୨୦୨୮ଟଙ୍କା ଥିବା ବେଳେ ଏବେ ଦର ହ୍ରାସ ପାଇ ୧୮୫୬.୫୦ରେ ପହଞ୍ଚିଛି । ପୂର୍ବରୁ ୯୧ଟଙ୍କା ୫୦ପଇସା ହ୍ରାସ ପାଇଥିଲା କମର୍ସିଆଲ ସିଲିଣ୍ଡରର ଦର । ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

Related posts

ବାଲୁକାକଳା ମାଧ୍ୟମରେ ଇରଫାନ ଖାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

mahabharatanews

୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

mahabharatanews

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

mahabharatanews