ଓଡିଶା

ଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟ

(ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଆସନ୍ତା ସୋମବାର ଦିନ ଦାୟିତ୍ୱ ନେବେ ନୂତନ ପୋଲିସ ଡ଼ିଜିପି ଭାବେ ନିଯୁକ୍ତ ହୋଇଥିବା ଏମ.ଅଭୟ । ତାଙ୍କୁ ଗତକାଲି ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଫେୟାରଓ୍ୱେଲ୍ ପରେଡରେ ଭାଗନେଇଥିଲେ ଅଭୟ। ୭୦ ଓ ୭୧ ବ୍ୟାଚର ଆଇପିଏସ ଅଫିସରଙ୍କ ଟ୍ରେନିଂ ବେଳେ ସେ ନିର୍ଦ୍ଦେଶକ ଭାବେ କାର୍ୟ୍ୟ ତୁଲାଇଥିଲେ ।୧୯୮୬ ବ୍ୟାଚର ଏହି ଆଇପିଏସ ଅଫିସର ପୂର୍ବତନ ଡ଼ିଜି ବିକେ.ଶର୍ମାଙ୍କ ବହିଷ୍କାର ପରେ ଏମ.ଅଭୟ ନୂତନ ଡ଼ିଜି ଭାବେ ଦାୟିତ୍ୱ ନେବେ ।

Related posts

ଓପିଏସସିର ପରୀକ୍ଷାରେ ସ୍ୱଚ୍ଛତା ଆଣିବି: ଆଇପିଏସ ସତ୍ୟଜିତ ମହାନ୍ତି

mahabharatanews

ଉପଭୋକ୍ତାଙ୍କ ନିଦ ହଜାଇଛି ଟାଟା ପାୱାର୍

mahabharatanews

ସମୂଦ୍ରରେ ପ୍ରଳୟ ରଚୁଛି ବାତ୍ୟା : ଉପକୂଳରେ ବର୍ଷିବ

mahabharatanews