ଭାରତ

“ଇଡ଼ିରେ ହାଜର ହୋଇପାରିବେ ନାହିଁ” : ମହୁଆ 

(ଦିଲ୍ଲୀ) : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହୁଆ ମୋଇତ୍ରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ସମନ କରି ମାର୍ଚ୍ଚ ୨୮ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। ହେଲେ ଏବେ ହାଜର ହୋଇପାରିବେ ନାହିଁ ବୋଲି ଜବାବ ରଖିଛନ୍ତି ମହୁଆ ମୋଇତ୍ରା ।

ସୂଚନାନୁଯାୟୀ , ଟିଏମସି ନେତ୍ରୀ ଗୁରୁବାର ଦିନ କୃଷ୍ଣନଗର ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ବୋଲି କହିଛନ୍ତି। ସେ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି ଯେ ସେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଅଛନ୍ତି, ତେଣୁ ସେ ଆଜି ପଚରାଉଚରା ପାଇଁ ହାଜର ହୋଇପାରିବେ ନାହିଁ। ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଇଡି ଆଉ ଏକ ସମନ ପଠାଇଥିଲା ଏବଂ ମାର୍ଚ୍ଚ ୨୮ରେ ପଚରାଉଚରା ପାଇଁ ଡାକିଥିଲା।

Related posts

‘ମଣିପୁରର ମଜା ଉଡାଇବା ମୋଦିଙ୍କୁ ଶୋଭା ଦେଉନଥିଲା ‘; ରାହୁଲ ଗାନ୍ଧୀ 

mahabharatanews

ରାଷ୍ଟ୍ରିୟ ସଙ୍ଗୀତ ଗାନକୁ ନେଇ ମାଦ୍ରାସ ବୋର୍ଡର ବଡ ନିଷ୍ପତ୍ତି

mahabharatanews

ସୋନୁ ନିଗମଙ୍କୁ ଧମକ ,ଭାଇରଲ ହେଲା ସ୍କ୍ରିନସଟ

mahabharatanews