ଭାରତ

ମଣିପୁର ହିଂସା : ମୃତକଙ୍କ ପରିବାରକୁ ସରକାରୀ ଚାକିରି

(ମଣିପୁର) :  ୪ ଦିନିଆ ମଣିପୁର ଗସ୍ତ‌ରେ ଥିବା ଶାହ ଆଜି ସର୍ବାଧିକ ହିଂସାଗ୍ରସ୍ତ ଅଂଚଳ ଚୁରାଚାନ୍ଦପୁର ଜିଲ୍ଲା ବୁଲିଛନ୍ତି। ଏଠାରେ ଆଦିବାସୀ ମହିଳାମାନେ ଜାତୀୟ ପତାକା ଧରି ଶାହଙ୍କୁ ସ୍ବାଗତ କରିଥିଲେ। ‘କେବଳ କେନ୍ଦ୍ର ସରକାର ହିଁ ସବୁ ସମସ୍ୟାର ସମାଧାନ କରିପାରିବେ’ ଲେଖାଥିବା ପୋଷ୍ଟର ଧରି ସେମାନେ ଶାହଙ୍କୁ ସ୍ବାଗତ କରିଥିଲେ।

ସୂଚନାନୁଯାୟୀ ,  ଉଭୟ କେନ୍ଦ୍ର ଏବଂ ମଣିପୁର ସରକାର ରାଜ୍ୟରେ ହିଂସା‌ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରାଯାଇଛି।

Related posts

ଅସାବଧାନତା ହେତୁ ମଝି ନଈରେ ବୁଡିଗଲା ଡଙ୍ଗା ; ୭ ଜଣ ଯାତ୍ରୀଙ୍କ ମୃତ୍ୟୁ

mahabharatanews

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

mahabharatanews

ଚନ୍ଦ୍ର ବାବୁ ନାଇଡୁଙ୍କୁ ନିର୍ବାଚନ ଆୟୋଗର ନୋଟିସ

mahabharatanews