ଭାରତ

୩୧ରେ ‘ଏକତା ପାଇଁ ଦୌଡ଼’

(ଦିଲ୍ଲୀ) : ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୩୧ ତାରିଖରେ ଜାତୀୟସ୍ତରୀୟ ସଙ୍ଗଠନ ‘ମୋ ଯୁବା ଭାରତ’ ବା ‘ମାଇଁ ଭାରତ’ ସ୍ଥାପନା କରାଯିବ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଦେଶବାସୀଙ୍କୁ କହିଛନ୍ତି।

ସୂଚନାନୁଯାୟୀ ,  ସେ କହିଛନ୍ତି, ଅକ୍ଟୋବର ୩୧ ହେଉଛି ସର୍‌ଦାର୍‌ ସାହେବଙ୍କ ଜନ୍ମବାର୍ଷିକୀ। ଦେଶ ଏହାକୁ ‘ଏକତା ଦିବସ’ ଭାବେ ପାଳନ କରେ। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆପଣମାନେ ମଧ୍ୟ ଅକ୍ଟୋବର ୩୧ରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ।

Related posts

‘ଅଭ୍ୟାସ’ର ଆକାଶମାର୍ଗ ସଫଳ ପରୀକ୍ଷଣ

mahabharatanews

ପ୍ରଚାର ସମୟରେ ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

mahabharatanews

ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

mahabharatanews