ଓଡିଶା

ପୁଣି ୨୦ରେ ଓଡ଼ିଶା ଆସିବେ ମୋଦୀ

(ଦିଲ୍ଲୀ)  : ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପୁରୀରେ ଏକ ବିଶାଳ ରୋଡ୍ ସୋ ମଧ୍ୟ କରିବେ। ରାଉରକେଲା, ସୋରଡ଼ା  ଓ କଣ୍ଟାବାଞ୍ଜିରେ ସାଧାରଣ ସଭାରେ ଉଦବୋଧନ ଦେବେ। ଏଣେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେ ପି ନଡ୍ଡା ଓଡ଼ିଶା ଆସିବେ। ସେ ହିଞ୍ଜଳି, ସୁନ୍ଦରଗଡ଼ ଓ ପଦ୍ମପୁର ଗସ୍ତ କରି ନିର୍ବାଚନ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ।

Related posts

ଲୋକ ମହୋତ୍ସବ ତୃତୀୟ ଦିନରେ  ଦୁଲିକିଲା ମଣ୍ଡେଇ ମଞ୍ଚ

mahabharatanews

ଚୀନ ସୀମାରେ ରାସ୍ତା ନିର୍ମାଣ ଶେଷ କଲା ଭାରତ, ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

mahabharatanews

ଲୋହାରଦଗା: ହଟିଲା କର୍ଫ୍ୟୁ, ଧାରା ୧୪୪ ଅବ୍ୟାହତ

mahabharatanews