ଓଡିଶା

ଶ୍ରୀମନ୍ଦିରକୁ ଧସେଇ ପସିଲେ ନାଗାସାଧୁ

ଭୁବନେଶ୍ୱର: ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଶ୍ରୀମନ୍ଦିର ଖୋଲିଛି । କେବଳ ସେବାୟତଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ କୋଭିଡ ନିୟମକୁ କଡା କରାଯାଇଛି । ତେବେ ଶ୍ରୀମନ୍ଦିର ଭିତରକୁ ଜଣେ ନାଗା ସାଧୁ ଜବରଦସ୍ତି ଧସେଇ ପସିଥିବା ନେଇ ସୂଚନା ମିଳିଛି । ନାଗା ସାଧୁ ମନ୍ଦିର ମଧ୍ୟକୁ ଧସେଇ ପସିବା ସହ ଠାକୁରଙ୍କ ଦର୍ଶନ ପାଇଁ ଧାଇଁଥିଲେ । ତେବେ ସିଂହ ଦ୍ୱାରରେ ମୁତୟନ ଥିବା ସୁରକ୍ଷା କର୍ମୀ ତାଙ୍କୁ କାବୁ କରି ଥିଲେ । ନାଗା ସାଧୁ ବାଇସି ପାହଚ ଡେଇଁ ଯାଇଥିଲେ ମଧ୍ୟ ତାଙ୍କୁ ସେଠାରୁ ଫେରାଇ ଅଣାଯାଇଥିବା ସୂଚନା ମିଳିଛି ।

SR

Related posts

ସାତକୋଶିଆ ରେଞ୍ଜ ଅଞ୍ଚଳ ରେ ୫ ଗୋରୁ କୁ ମାରିଲା ବାଘ

mahabharatanews

ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା

mahabharatanews

ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ବାପା-ମା’ ମୃତ

mahabharatanews