ଭାରତ

କୁନୋ ଜାତୀୟ ଉଦ୍ୟାନରେ ଖୁସି ମାହୋଲ

(ମଧ୍ୟପ୍ରଦେଶ) : କୁନୋ ଜାତୀୟ ଉଦ୍ୟାନରେ ଖୁସି ଖବର  ।  ବଢିଲା ଚିତା ସଂଖ୍ୟା । ନାମିବିୟାରୁ ଆସିଥିବା ଚିତା ‘ଜ୍ୱାଳା’ ଦେଇଛି ୩ଟି ଶାବକକୁ ଜନ୍ମ । ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।

ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ‘କୁନୋରେ ନୂତନ ଛୁଆ! ନାମିବିୟାରୁ ଆସିଥିବା ଚିତା ଜ୍ୱଳା ତିନିଟି ଶାବକଙ୍କୁ ଜନ୍ମ ଦେଇଛି । ଏହାସହ ସେ ସମସ୍ତ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନବଦାଚ ଚିତାଙ୍କ ଏକ ଭିଡିଓ ମଧ୍ୟ ମଧ୍ୟ ସେ ପୋଷ୍ଟ କରିଛନ୍ତି । ୧୭ ସେପ୍ଟେମ୍ବର ୨୦୨୨ରେ ଚିତା ପ୍ରୋଜେକ୍ଟ ଅଧୀନରେ ନାମିବିୟାରୁ ଚିତା ଜ୍ୱାଳା ସମେତ ୮ଟି ଚିତା ଭାରତକୁ ଅଣାଯାଇଥିଲା । ଯେଉଁମାନଙ୍କୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିଲା ।

Related posts

“ପ୍ରଧାନମନ୍ତ୍ରୀ ‘ମିଥ୍ୟା ଯନ୍ତ୍ର’ ରେ ପରିଣତ ହୋଇଛନ୍ତି” : ରାହୁଲ ଗାନ୍ଧୀ

mahabharatanews

ଭାରତର ଏକ ଏପରି ସ୍ଥାନ ଯେଉଁଠାରେ ଭାରତୀୟ ସମ୍ବିଧାନ ଲାଗୁ ହୁଏନାହିଁ ; ଜଣାନ୍ତୁ କେଉଁଠି ଅଛି ତାହା

mahabharatanews

କବିତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କଲେ କୋର୍ଟ

mahabharatanews