ଓଡିଶା

ନନ୍ଦିଘୋଷ ରଥ ଟଣା ଆରମ୍ଭ 

ପୁରୀ: ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ପୂର୍ବ ନିର୍ଘଣ୍ଟ ଅନୁଯାୟୀ ମଧ୍ୟାହ୍ନ ୧୨ଟା ମଧ୍ୟରେ ତିନି ରଥର ସମସ୍ତ କାର୍ଯ୍ୟକ୍ରମ ଶେଷ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ କରାଯାଇଥିଲା । ଏହା ପରେ ଠାକୁର ରାଜା ଦିବ୍ୟ ସିଂହ ଦେବ ନୀତି ମୁତାବକ ଛେରାପହଁରା ସମ୍ପାଦନ କରିଥିଲେ । ଏହା ପରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ତାଳଧ୍ୱଜ ପରେ ମା ସୁଭଦ୍ରଙ୍କ ଦର୍ପଦଳନ ରଥ ଟଣା ପରେ ସବା ଶେଷରେ ପ୍ରଭୁଙ୍କ ରଥ ନନ୍ଦିଘୋଷ ରଥା ଟଣାଯାଉଛି ।

Related posts

ଭିତରକନିକା ପକ୍ଷୀ ଗଣନା ଆରମ୍ଭ

mahabharatanews

ଆଉ ନାହାନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାପା 

mahabharatanews

ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

mahabharatanews