ଅପରାଧଓଡିଶା

ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା

ନୟାଗଡ଼: ଭୋଜି ହେଲା କାଳ । ଫେରିବା ବାଟରେ ଜଗି ବସିଥିଲା ମୃତ୍ୟୁ । ନୟାଗଡ଼ ଦଶପଲ୍ଲା ଦମାହାଣ୍ଡି ଗାଁ ନିକଟରେ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ସଡ଼କ ଦୁଘର୍ଟଣା । ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମଧ୍ୟଖଣ୍ଡ ଗାଁରୁ ଭୋଜି ଖାଇ ବାଇକ୍ ରେ ଖମାରସାହି ଫେରୁଥିବା ବେଳେ ଏଭଳି ଦୁଘର୍ଟଣା ଘଟିଥିବା ସୂଚନା ରହିଛି ।

Related posts

ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ ନିର୍ଦେଶ

mahabharatanews

୩ ଲୁଟେରାଙ୍କୁ କାବୁ କରିନେଇଛି କମିଶନରେଟ ପୁଲିସ

mahabharatanews

ଗାଁକୁ ରାସ୍ତା ନଥିବାରୁ ଅଧା ରାସ୍ତାରେ ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ…

mahabharatanews