ଭାରତ

‘ଅପରେସନ୍ ଅଜୟ’: ପ୍ରଥମ ପର୍ଯ୍ୟାୟରେ ୨୧୨ ଭାରତୀୟ 

(ଇସ୍ରାଏଲ୍) :  ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଶତାଧିକ ଭାରତୀୟ ନାଗରିକ ଇସ୍ରାଏଲରେ ଫସି ରହିଛନ୍ତି । ଅପରେସନ୍ ଅଜୟ ଅଧୀନରେ ଭାରତୀୟ ନାଗରିକଙ୍କ ପ୍ରଥମ ବିମାନ ଇସ୍ରାଏଲରୁ ଆସି ଦିଲ୍ଲୀରେ ପହଞ୍ଚିଛି । ଅପରେସନ୍ ଅଜୟ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୨୧୨ ଜଣ ଭାରତୀୟଙ୍କୁ ଇସ୍ରାଏଲରୁ ଭାରତ ଅଣାଯାଇଛି ।

ସୂଚନାନୁଯାୟୀ ,  ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ ଇସ୍ରାଏଲରେ ବହୁତ ଭୟାନକ ପରିବେଶ ଅଛି । ଆମକୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ମୁଁ ବହୁତ ଖୁସି, ମୁଁ ମୋ ଦେଶକୁ ଫେରୁଛି । ଅନ୍ୟ ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ ମୁଁ ଏକ ବର୍ଷ ଧରି ଇସ୍ରାଏଲରେ ଅଛି । ମୁଁ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।

Related posts

ଯାତ୍ରୀଙ୍କୁ ଡାଇରିଆ ହେତୁ ଜରୁରୀ ଅବତରଣ କଲା ବିମାନ

mahabharatanews

ମିଜୋରାମରେ ଭୋଟ ଗଣତି ଆରମ୍ଭ

mahabharatanews

ଅର୍ଦ୍ଧସାମରିକ ବାହିନୀରେ ଖାଲିପଡିଛି ୮୪ ହଜାର କନେଷ୍ଟବଳ ପଦବୀ

mahabharatanews