ମନୋରଞ୍ଜନ

ଅକ୍ଟୋବରରେ ବିବାହ କରିବେ ପରିଣୀତି

(ମୁମ୍ବାଇ) :  ସବୁ ଅପେକ୍ଷାର ଅନ୍ତ କରି ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  ଆପ୍ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ ବନ୍ଧନ‌ରେ ବାନ୍ଧିହେବ ବୋଲି ଜଣାପଡିଛି । ସେମାନେ ରାଜଧାନୀ ଦିଲ୍ଲୀଠାରେ ଏହି କାର‌୍ୟ୍ୟକ୍ରମର ଆୟୋଜନ ସ୍ଥିର କରିଛନ୍ତି ।

ଗତ ମାସରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନ ତାରିଖରେ ଏକାଠି ନଜର ଆସିବା ପରେ ସେ ଦୁହେଁ ପରସ୍ପରଙ୍କୁ ଡେଟ୍ କରୁଥିବା ଖବର ପ୍ରକାଶ ପାଇଥିଲା। କେବଳ ଠାରେ ନୁହେ ସେମାନେ ଅନେକ ଥର ଏକାଠି ନଜର ଆସିଛନ୍ତି। ଏହାପୂର୍ବରୁ ଖବର ଆସିଥିଲା ଯେ ଉଭୟଙ୍କ ରୋକା ସେରେମନୀ ହୋଇଥିଲା ଏବଂ ସେମାନେ ଚଳିତ ବର୍ଷ ଅକ୍ଟୋବରରେ ବିହାହ କରିବେ ବୋଲି କୁହାଯାଉଛି।

Related posts

ଇଦରେ ରିଲିଜ୍ ହେବ ସଲମାନ ଖାନଙ୍କ ଫିଲ୍ମ   

mahabharatanews

ଜାକଲିନଙ୍କ ସୋସାଇଟିରେ ଅଗ୍ନିକାଣ୍ଡ 

mahabharatanews

ବିଶ୍ୱରେ ଚହଳ ସୃଷ୍ଟି କରୁଛି ହଲିଉଡର ଏହି ଚଳଚ୍ଚିତ୍ର

mahabharatanews