ଭାରତ

କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ 

(ଜାମ୍ମୁ ଓ କାଶ୍ମୀର) : ଜାମ୍ମୁ ଓ କାଶ୍ମୀରରୁ ହଟାଯିବ ଧାରା ୩୭୦ ।  ଆଜି ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ବିକାଶ ପ୍ରକଳ୍ପର ଉପହାର ନେଇ କାଶ୍ମୀର ଉପତ୍ୟକା ଗସ୍ତ କରୁଛନ୍ତି। ଶ୍ରୀନଗରର ବକ୍ସି ଷ୍ଟାଡିୟମକୁ ବର ପରି ସଜାଯାଇଛି, ସୁରକ୍ଷା କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ ଯେଉଁଥିରେ ୨ଲକ୍ଷ ଲୋକ ଆସିବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ , ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରରେ କୃଷି ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କା ମୂଲ୍ୟର ଏକ ବ୍ୟାପକ କୃଷି ବିକାଶ କାର୍ଯ୍ୟକ୍ରମ ଦେଶ ପାଇଁ ଉତ୍ସର୍ଗ କରିବେ। ଏସବୁ ମଧ୍ୟରେ କାଶ୍ମୀରର ଲୋକମାନେ ଉତ୍ସାହର ସହିତ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିଛନ୍ତି। ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ୬୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକୁ ଉପହାର ଦେବେ । ଅଗଷ୍ଟ ୨୦୧୯ରେ ଧାରା ୩୭୦ ହଟାଇବା ପରେ ସେ ପ୍ରଥମ ଥର ପାଇଁ କାଶ୍ମୀରରେ ପହଞ୍ଚିବେ । ତ୍ରିରଙ୍ଗା ଏବଂ ବିଜେପି ପତାକା ସହିତ ବକ୍ସି ଷ୍ଟାଡିୟମକୁ ସଜାଯାଇଛି।

Related posts

ବନ୍ୟା ଓ ଭୂସ୍ଖଳନ ; ବିହାରରେ ସର୍ବାଧିକ ୫୧୮ ମୃତ 

mahabharatanews

ଯୋଗୀ ଆଦିତ୍ୟନାଥ ଦେଖିଲେ ‘ଦ କେରଳ ଷ୍ଟୋରି’

mahabharatanews

ଅଲବିଦା ୨୦୦୦ ଟଙ୍କିଆ ନୋଟ 

mahabharatanews