ଅପରାଧ

କୋରୋନା ଭାଇରସର ଅପପ୍ରଚାର କରି ଅଧ୍ୟାପକ ଗିରଫ

(ମାଲକାନଗିରି): ସୋସିଆଲ ମିଡିଆରେ କୋରୁନା ଭାଇରସକୁ ନେଇ ଅପପ୍ରଚାର କରି ଗିରଫ ହେଲେ ଜଣେ ଅଧ୍ୟାପକ । ମାଲକାନଗିରି ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନିୟ ଘଟଣା । ମାଲକାନଗିରି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ସାହିତ୍ୟ ଅଧ୍ୟାପକ ଗତକାଲି ଫେସବୁକରେ ଲେଖିଥିଲେ ଯେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ରୋଗି ଚିହ୍ନଟ ହୋଇଛି । ଘଟଣାର ତଦନ୍ତ ପରେ ପୋଲିସ ମିଛ ଜାଣିବା ପରେ ସଂପୃକ୍ତ ଅଧ୍ୟାପକଙ୍କୁ ପୋଲିସ ଗିରଫ କରି ଦେଶ ଦ୍ରୋହି କେସରେ ଜେଲ ପଠାଇଛି । ଏହା ସହ ଏପରି ଅପ ପ୍ରଚାରରୁ ସାବଧାନ ହେବା ଲାଗି ପୋଲିସ ପରାମର୍ଶ ଦେଇଛି ।

Related posts

ରିତେଶ କଲେ ରାଖୀ ସାୱନ୍ତଙ୍କ ମୋସିଆଲ ମିଡିଆ ହ୍ୟାକ

mahabharatanews

ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

mahabharatanews

ଦୁର୍ବୃତ୍ତଙ୍କ ଗୁଳିମାଡରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ

mahabharatanews