ଓଡିଶା

 ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ 

(ଭୁବନେଶ୍ୱର) : ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ । ୨୬ ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ଶପଥ ଗ୍ରହଣ ପୂର୍ବରୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ଆଶିଷ ନେଇଥିଲେ ନୂଆ ରାଜ୍ୟପାଳ ରଘୁବର ଦାସ ।

ସୂଚନାନୁଯାୟୀ ,  ଏହା ପରେ ପୂର୍ବାହ୍ନ ୧୧.୪୫ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ରଘୁବର ଓଡ଼ିଶାର 26 ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରି ଶପଥ ନେଇଛନ୍ତି । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ, ମୋଦି କହିଲେ ଆମେ ଆମେ ସର୍ବଦା ତାଙ୍କ ପାଖରେ ଋଣି ରହିବୁ ଏହା ପୂର୍ବରୁ ଗତକାଲି ରାଜଭବନରେ ପହଞ୍ଚିଥିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ।

Related posts

ଓଡିଶା ରିଭ୍ୟୁ ଓ ଉକ୍ରଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂସ୍କରଣ ଲୋକାର୍ପିତ

mahabharatanews

ମନ୍ଦିର ଜମି ନିଲାମ ପାଇଁ ଉଦ୍ୟମ, ପ୍ରତିଶୃତି ପରେ ଅନଶନ ସ୍ଥଗିତ

mahabharatanews

କଂଗ୍ରେସ ପକ୍ଷରୁ ରାଜରାସ୍ତା ରୋକ

mahabharatanews