ଓଡିଶା

ଯୁବକଙ୍କ ମୁଣ୍ଡ କାଟି ଫୋପାଡି ଦେଲେ ଦୁବୃର୍ତ୍ତ

(ଓମ୍ ପ୍ରକାଶ ମିଶ୍ର/ସୋନପୁର): ସୋନପୁର ଜିଲ୍ଲାରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ସୁଚନା ଅନୁଯାୟୀ ସୋନପୁର ଜିଲ୍ଲାରେ ବୀରମହାରାଜ ପୁର ବ୍ଲକ୍ ଲୁତୁରପଙ୍କ ନିକଟ କେଞ୍ଜିରିଆପାଳି ରାସ୍ତା କଡରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫୋପାଡି ଦେଇଛନ୍ତି ଦୁବୃର୍ତ୍ତ । ଉକ୍ତ ଯୁବକଙ୍କ ମୁଣ୍ଡ, ଦୁଇ ହାତ ଏବଂ ଗୋଡ କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ କିଏ ଓ କାହିଁକି ଏପରି ନିର୍ମମ ଭାବେ ତାଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବ କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Related posts

ଲତା ମଙ୍ଗେସକରଙ୍କ ଜନ୍ମ ଦିନରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

mahabharatanews

ଦୋକାନ ଘରେ ପଶିଗଲା ଡମ୍ପର, ଅଳ୍ପକେ ବର୍ତ୍ତିଲା ଲୋକଙ୍କ ଜୀବନ

mahabharatanews

ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଙ୍କ ୨ ଦିନିଆ ମୟୁରଭଞ୍ଜ ଗସ୍ତ

mahabharatanews