ଓଡିଶା

୧୫ ଅଗଷ୍ଟ ୨୦୨୧ରୁ ଆଜି ମଧ୍ୟରେ ୪,୮୧,୨୭୦ ଟଙ୍କା

ଭୁୁବନେଶ୍ୱର: ଓଡିଶା ପୁଲିସର ସଫଳତା । ହ୍ୱାଇଟ ସ୍ପାଇଡର ଅଭିଯାନରେ ଓଡିଶା ପୁଲିସକୁ ମିଳିଛି ବଡ ସଫଳତା । ୧୫ ଅଗଷ୍ଟ ୨୦୨୧ରୁ ଆଜି ମଧ୍ୟରେ ଏହି ହ୍ୱାଇଟ ସ୍ପାଇଡର ଅନ୍ତର୍ଭୁକ୍ତ ଅଭିଯ।ନରେ ହୋଇଥିବା ଗିରଫଦାରୀ ଓ ଆପତ୍ତିଜନକ ସାମଗ୍ରୀ ଜବତ ଉପରେ ଦିଆଯାଇଛି ବିବରଣୀ । ଏହି ସମୟ ମଧ୍ୟରେ ପୁଲିସ ଏନଡିପିଏସ କେଶ ୧୫ଟି ରେଜିଷ୍ଟର କରାଯାଇଛି । ସେହିପରି ମୋଟ ୩୪ ଜଣଙ୍କୁ ଗିରଫ କରାଯାଇଛି । ୧,୯୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ସେହିପରି   ୨ଟି ଦୁଇଚକିଆ ଯାନ, ୧୫ ମୋବାଇଲ ଫୋନ, ଗୋଟିଏ ରିଭଲବର, ୫ଟି ଗୋଳାବାରୁଦ ଜବତ କରାଯାଇଛି ।

Related posts

ଚର୍ଚ୍ଚାରେ ନବୀନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଥିବା ଅଭିନେତା ରଣବୀର ସିଂହ

mahabharatanews

ଏବେ ସମୟ ପିଲାଙ୍କୁ ସୁରକ୍ଷା ଦବାର

mahabharatanews

ପାରିବାରିକ ଅଶାନ୍ତି: ବିଷ ପିଇ ବାପ ପୁଅ ଗୁରୁତର

mahabharatanews