Uncategorized

ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଶ୍ରୀନଗର: ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖାର ତଙ୍ଗଧର ସେକ୍ଟରରେ ଥିବା ଏକ ଫୱର୍ାଡ ପୋଷ୍ଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ପୋଷ୍ଟର ଜଣେ ସେନା ଅଧିକାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସେନା ପକ୍ଷରୁ ସୁଚନା ମିଳିଛି । ମୃତକ ଜଣକ ହେଲେ ମେଜର ଫୟାଜୁଲ୍ଲାହ ଖାଁ ।
ଫୟାଜୁଲ୍ଲାହ ଫୱର୍ାଡ ପୋଷ୍ଟରେ ମୁତୟନ ଥିଲେ । ସେ ୬ ଜମ୍ମୁ କାଶ୍ମୀର ରାଇଫଲ୍ସର କମ୍ପାନୀ କମାଣ୍ଡର ଭାବେ କାର୍ଯ୍ୟକରୁଥିଲେ । ତେବେ ଫୟାଜୁଲ୍ଲାହଙ୍କ ଏପରି କଠୋର ପଦକ୍ଷେପ ପଛର କାରଣ ଜଣାପଡିନାହିଁ । ଏହି ଘଟଣା ପରେ ସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Related posts

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

mahabharatanews

କଣ ରହିଛି ଡେଲ୍ଟା ପ୍ଲସର ଲକ୍ଷଣ?

mahabharatanews

ଏପରି କୌଣସି ଦେଶ, ଯେଉଁଠି ସମସ୍ତଙ୍କୁ ସ୍ୱା୍ଗତ କରାଯାଉଛି: ଜୟଶଙ୍କର

mahabharatanews