Uncategorized

ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଶ୍ରୀନଗର: ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖାର ତଙ୍ଗଧର ସେକ୍ଟରରେ ଥିବା ଏକ ଫୱର୍ାଡ ପୋଷ୍ଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ପୋଷ୍ଟର ଜଣେ ସେନା ଅଧିକାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସେନା ପକ୍ଷରୁ ସୁଚନା ମିଳିଛି । ମୃତକ ଜଣକ ହେଲେ ମେଜର ଫୟାଜୁଲ୍ଲାହ ଖାଁ ।
ଫୟାଜୁଲ୍ଲାହ ଫୱର୍ାଡ ପୋଷ୍ଟରେ ମୁତୟନ ଥିଲେ । ସେ ୬ ଜମ୍ମୁ କାଶ୍ମୀର ରାଇଫଲ୍ସର କମ୍ପାନୀ କମାଣ୍ଡର ଭାବେ କାର୍ଯ୍ୟକରୁଥିଲେ । ତେବେ ଫୟାଜୁଲ୍ଲାହଙ୍କ ଏପରି କଠୋର ପଦକ୍ଷେପ ପଛର କାରଣ ଜଣାପଡିନାହିଁ । ଏହି ଘଟଣା ପରେ ସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Related posts

କେଜ୍ରିୱାଲଙ୍କ ଶପଥ ସମାରୋହରେ ଯୋଗ ଦେବେ ଦିଲ୍ଲୀବାସୀ

mahabharatanews

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

mahabharatanews

ଅଚାନକ୍‌ କ୍ୟାମେରାରେ କଏଦ୍‌ ହେଲେ ଏକାନ୍ତରେ ରହୁଥିବା ଜନଜାତି, ଚିନ୍ତାରେ ହ୍ୟୁମାନ ରାଇଟ୍ସ ସଂଗଠନ

mahabharatanews