ଓଡିଶାସଞ୍ଜ ସାଳିତାରୁ ଲାଗିଲା ନିଆଁ, ଜଳିଗଲେ ମହିଳାmahabharatanewsJune 24, 2022 by mahabharatanewsJune 24, 20220185 ପୁରୀ : ସଞ୍ଜ ସାଳିତାରୁ ଲାଗିଲା ନିଆଁ। ଜଳିଗଲେ ମହିଳା।ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଳକ ଅନ୍ତର୍ଗତ ଗଣେଶ୍ବରପୁର ପଞ୍ଚାୟତର ଗଣେଶ୍ୱରପୁର ଗ୍ରାମରେ । ଗତକାଲି ସନ୍ଧ୍ୟାରେ ସଞ୍ଜ ଦେଉଥିଲାବେଳେ...
ଭାରତସାପ କାମୁଡ଼ିବା ପରେ ନିଜେ ମରିଗଲା କିଙ୍ଗ୍ କୋବ୍ରାmahabharatanewsJune 23, 2022June 23, 2022 by mahabharatanewsJune 23, 2022June 23, 20220200 ବିହାର: ଦୁନିଆରେ ବେଳେବେଳେ ଏମିତି ଅଦ୍ଭୁତ କଥାଘଟିଯାଏ , ଯାହା ସମସ୍ତଙ୍କୁ ଚକିତ କରିଦିଏ। ଏବେ ବିହାରର ଗୋପାଳଗଞ୍ଜରେ ସାମ୍ନାକୁ ଆସିଛି ସେଭଳି ଏକ ଘଟଣା। ଏଠାରେ ଏକ ବିଷାକ୍ତ ସାପ ଏକ ୪...
ଭାରତକୁନି ହାତୀକୁ ଛୁଆକୁ Z++ ସୁରକ୍ଷା,ଭିଡିଓ ହେଲା ଭାଇରାଲmahabharatanewsJune 23, 2022June 23, 2022 by mahabharatanewsJune 23, 2022June 23, 20220203 ବ୍ୟୁରୋ: ବର୍ତ୍ତମାନ କେବଳ ମଣିଷ ନୁହେଁ ପଶୁମାନେ ବି ବହୁତ ଚାଲାଖ ହୋଇଗଲେଣି । ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ,ଯାହାକୁ ଦେଖିଲେ ହୁଏତ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଦୃଶ୍ୟ...
ଭାରତଲାମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରୁ ସହାୟତା ଯୋଗାଡ ହେଉଛିmahabharatanewsJune 22, 2022June 22, 2022 by mahabharatanewsJune 22, 2022June 22, 20220162 ମସ୍କୋ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ମିଳୁନାହିଁ । ଏହାରି ମଧ୍ୟରେ ବହୁ ଜନତା ଏକ ଦୁର୍ବିସହ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି...
ଖେଳଭାରତଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଛି ୪ର୍ଥ ଏକଦିବସୀୟ ମ୍ୟାଚ;୪ ରନରେ ଜିତିଲା ଶ୍ରୀଲଙ୍କାmahabharatanewsJune 22, 2022June 22, 2022 by mahabharatanewsJune 22, 2022June 22, 20220247 କଲମ୍ବୋ : କଲମ୍ବୋରର ଆର ପ୍ରେମାଦାସା ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଛି ୪ର୍ଥ ଏକଦିବସୀୟ ମ୍ୟାଚ । ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ କରିବାକୁ...
ଭାରତଭାଙ୍ଗିଲା ୭୦ ବର୍ଷୀୟ ବୃଦ୍ଧାଙ୍କ ବିବାହ ସ୍ୱପ: ହନିଟ୍ରାପରେ ହରାଇଲେ ୧ କୋଟି ୮୦ଲକ୍ଷmahabharatanewsJune 22, 2022 by mahabharatanewsJune 22, 20220137 ନୂଆଦିଲ୍ଲୀ : ମହଙ୍ଗା ପଡ଼ିଲା ୭୦ ବର୍ଷରେ ଦ୍ୱିତୀୟ ବିବାହ ସ୍ୱପ୍ନ, ହନିଟ୍ରାପରେ ହରାଇଲେ ୧ କୋଟି ୮୦ ଲକ୍ଷ। ଏଭଳି ଏକ ବଡ ଠକେଇର ଖବର ସାମ୍ନାକୁ ଆସିଛିଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ। ଏଠାରେ ଜଣେ...
ଭାରତମନୋରଞ୍ଜନକ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀmahabharatanewsJune 22, 2022 by mahabharatanewsJune 22, 20220166 ନୂଆଦିଲ୍ଲୀ : କ୍ୟାନସର । ଏ ଏମିତି ଏକ ରୋଗ ଯାହା ଏବେ ସାଧାରଣ ରୋଗ ପାଲଟି ଗଲାଣି । କ୍ୟାନସର ଦେଖେନି ଧନୀ କି ଗରିବ ନା ଗୋରା କି କଳା ।...
Uncategorizedକରୋନା ସଂକ୍ରମିତ ହେଲେ ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀmahabharatanewsJune 21, 2022 by mahabharatanewsJune 21, 20220136 ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଭାରତୀୟ ଟିମର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସେ ଅଭ୍ୟାସ୍ ମ୍ୟାଚରୁ...
ଭାରତମଙ୍ଗଳ ଗ୍ରହର ପଥର ପାଖରେ ଦେଖିବାକୁ ମିଳିଛି ଏକ ଅଜବ ଆକୃତ୍ତିର ଜୀବmahabharatanewsJune 21, 2022 by mahabharatanewsJune 21, 20220160 ନୂଆଦିଲ୍ଲୀ: ଆମେରିକା ସ୍ପେସ୍ ଏଜେନ୍ସି NASA ମଙ୍ଗଳ ଗ୍ରହରେ ଜୀବନ ଖୋଜିବାରେ ଲାଗିଛନ୍ତି । ଏବେ ନିକଟରେ ଜଣେ ଗବେଷକ ଏକ ଫଟୋକୁ ନେଇ ଅଜବ ପ୍ରକାର ଦାବି କରିଛନ୍ତି । ମଙ୍ଗଳ ଗ୍ରହର...
ଭାରତଗୋଟିଏ ସ୍ୱାମୀର ଦୁଇ ସ୍ତ୍ରୀmahabharatanewsJune 21, 2022 by mahabharatanewsJune 21, 20220153 ଝାଡ଼ଖଣ୍ଡ: ଦୁଇ ଜଣ ମହିଳାଙ୍କୁ ଏକାସଙ୍ଗେ ବିବାହ କଲା ଯୁବକ। ଏଭଳି ଏକ ଅଦ୍ଭୁତ ବିବାହ ଅନୁଷ୍ଠିତ ହୋଇଛି ଝାଡ଼ଖଣ୍ଡର ଲୋହରଦଗା ଅଞ୍ଚଳରେ। ପ୍ରଥମରୁ ପରିଜନ ମାନେ ଏହି ବିବାହରେ ରାଜି ନଥିବାବେଳେ ପରେ...