Tag : Baleswar

ଓଡିଶା

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ  

mahabharatanews
(ବାଲେଶ୍ୱର) : ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା । କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଚାଲିଛି ବାଘ ଗଣନା । ୫ ଦିନ ଧରି ବାଘ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ...
ଓଡିଶା

୧୧୦ କେଜିର ବିଶାଳ ମାଛ

mahabharatanews
(ବାଲେଶ୍ୱର) :   ଜାଲରେ ପଡ଼ିଲା ୧୧୦ କେଜିର ବିଶାଳ ମାଛ । ତେବେ ମାଛଟି ୨୫ ହଜାର ଟଙ୍କାରେ ବିକ୍ରି ହୋଇଛି । ସବୁ ସମୟରେ ଏହି ମାଛ ଦେଖିବାକୁ ମିଳେନାହିଁ । କେବଳ...
ଓଡିଶା

 ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ 

mahabharatanews
(ବାଲେଶ୍ଵର) : କେମୋ ୱାର୍ଡରେ ଅଚାନକ ଲାଗିଲା ନିଆଁ । ବାଲେଶ୍ୱର ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ ଲାଗିଯାଇଛି | ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାଯାଇଛି। ଚିକିତ୍ସିତ ରୋଗୀ...
ଓଡିଶା

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍,୨୦ ଗୁରୁତର

mahabharatanews
(ବାଲେଶ୍ଵର) :  ଅଚାନକ ଓଲଟିପଡିଲା ପିକଅପ୍‌ ଭ୍ୟାନ୍‌। ଫଳରେ ୨୦ ଶ୍ରମିକ ଗୁରୁତର। NH-୧୬ର ନନ୍ଦିକା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍। ଭ୍ୟାନ୍‌ରେ ପ୍ରାୟ ୪୦ ଶ୍ରମିକ ଥିଲେ । ତେବେ...
ଓଡିଶା

ଅଚାନକ ଭୁଶୁଡ଼ିଗଲା ରାଜପଥ-୧୬ର ବ୍ରିଜ୍

mahabharatanews
(ବାଲେଶ୍ଵର) : ଅଚାନକ ଭୁଶୁଡ଼ିଗଲା ବ୍ରିଜ୍‌ । ଯାଜପୁର ଜାତୀୟ ରାଜପଥ-୧୬ରେ ବ୍ରିଜ୍‌ ଭୁଶୁଡ଼ିଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟରେ ‌ଏହି ଅଘଟଣ ଘଟିଛି। ଉକ୍ତ ସମୟରେ ବ୍ରିଜ ଭୁଶୁଡ଼ିଲା ବେଳେ କୌଣସି...
ଓଡିଶା

ରେଳ ଦୁର୍ଘଟଣା : ଜେଲ୍କୁ ଫେରିଲେ ୩ ଅଭିଯୁକ୍ତ 

mahabharatanews
(ବାଲେଶ୍ଵର) : ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଦେଢ଼ ମାସ ପୁରିଥିଲେ ମଧ୍ୟ ସେ ରାତିର କରାଳ କେ ଦୃଶ୍ୟ ଏପର୍ଯ୍ୟନ୍ତ ମନରୁ ଯାଉନି । ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କର ...
ଓଡିଶା

ରେଳ ଦୁର୍ଘଟଣା: ୭ ଜଣ ରେଳ କର୍ମଚାରୀ ନିଲମ୍ବିତ 

mahabharatanews
(ବାଲେଶ୍ଵର) : ବାହାନଗା ରେଳ ଦୁର୍ଘଟଣାକୁ ଦେଢ଼ ମାସ ହୋଇଯାଇଥିଲେ ମଧ୍ୟ ସେ ରାତିର କରାଳ କାୟ ଦୃଶ୍ୟ ମନରୁ ଯାଉନି । ସେପଟେ ୩ ଅଭିଯୁକ୍ତ କୋର୍ଟ ଚଲାନ ହୋଇଥିବା ବେଳେ ବାହାନଗା ଟ୍ରେନ୍ ଦୁର୍ଘଟଣା ସହିତ ଜଡ଼ିତ ୭ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଏନେଇ ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ , ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଗତ ଜୁନ୍‌ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ଥିଲା। ତେଣୁ ରେଳବାଇ ସେମାନଙ୍କୁ ମଧ୍ୟ ନିଲମ୍ବନ କରିଛି।...
ଓଡିଶା

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

mahabharatanews
(ବାଲେଶ୍ଵର) : ବା‌ଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରରେ ଦୁଇଜଣ ଯୁବକଙ୍କ ଚାଲିଗଲା ଜୀବନ । ବିଳମ୍ବିତ ରାତିରେ ଡାଉନ ଲାଇନର ଜଗନ୍ନାଥ ଏକ୍ସପ୍ରେସ ସାମ୍ନାକୁ ଆସି ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଥିବା ସୂଚନା...
ଓଡିଶା

ବାହାନଗା ରେଳ ଦୁର୍ଘଟଣା : ୫ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ 

mahabharatanews
(ବାଲେଶ୍ଵର) : ବାହାନଗା ରେଳ ଦୁର୍ଘଟଣାକୁ ମାସେ ଏକ ସପ୍ତାହ ପୁରିଥିଲେ ମଧ୍ୟ ସେ ରାତିର କରାଳ କାଳ ଦୃଶ୍ୟ ଏପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ମନରୁ ଲିଭିନି । ଏହାରି ମଧ୍ୟରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ...
ଓଡିଶା

ବାହାନଗା ରେଳ ଦୁର୍ଘଟଣା : ୩ ରେଳ କର୍ମଚାରୀ ଗିରଫ

mahabharatanews
(ବାଲେଶ୍ଵର) :  ବାହାନଗା ରେଳ ଦୁର୍ଘଟଣାକୁ ମାସେ ଏକ ସପ୍ତାହ ଚାଲିଥିଲେ ମଧ୍ୟ ସେ  ଦିନର କରାଳ ରାତିର ଭୟଙ୍କର ଦୃଶ୍ୟ ମନରୁ ଲିଭିନି । ଏପଟେ ଏହି ମାମଲାରେ ୩ ରେଳ କର୍ମଚାରୀଙ୍କୁ ଗିରଫ...