ଖେଳବିଶ୍ୱ ପାଇବ ନୂଆ ବିଜେତାmahabharatanewsNovember 14, 2021November 14, 2021 by mahabharatanewsNovember 14, 2021November 14, 20210200 ଦୁବାଇ: ବାଜିଛି ଯୁଦ୍ଧର ବିଗୁଲ । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦି ନ୍ୟୁଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ । ଗୃପ Aର ସର୍ବଶ୍ରେଷ୍ଠ ଦଳ ସହିତ ଲଢିବ ଗୃପ Bର ସର୍ବଶ୍ରେଷ୍ଠ ଟିମ...
ଖେଳଘରୋଇ କ୍ରିକେଟରଙ୍କର ବଢିଲା ଦରମାmahabharatanewsSeptember 21, 2021 by mahabharatanewsSeptember 21, 20210205 ନୂଆଦିଲ୍ଲୀ: ଘରୋଇ କ୍ରିକେଟରଙ୍କ ପାଇଁ ବିସିସିଆଇ ଦେଲା ଖୁସି ଖବର । ଖେଳାଳୀମାନଙ୍କର ମ୍ୟାଚ ଫି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଘରୋଇ କ୍ରିକଟେରେ ୪୦ରୁ...
ଖେଳଟିମ ଇଣ୍ଡିଆରେ ହେବ ବଡ ପରିବର୍ତ୍ତନmahabharatanewsSeptember 13, 2021 by mahabharatanewsSeptember 13, 20210184 ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଭାରତୀୟ କ୍ରିକେଟ ଜଗତରେ ଗୋଟିଏ ଘଟଣା ଜୋରଦାର ଚର୍ଚ୍ଚା ହେଉଥିବାର ଦେଖାଯାଇଛି । ତେଣୁ ଖୁବ ଶୀଘ୍ର ଦଳରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି...
ଖେଳଧୋନୀଙ୍କୁ ମେଣ୍ଟର ଚୟନ କରିବାକୁ ନେଇ ଜଡେଜାଙ୍କ ପ୍ରଶ୍ନmahabharatanewsSeptember 13, 2021September 13, 2021 by mahabharatanewsSeptember 13, 2021September 13, 20210183 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟର ତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି ।...
ଖେଳଶାର୍ଦ୍ଦୁଳଙ୍କ ଦମଦାର ଇନିଂସmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210182 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ,...
ଖେଳଏବେ ଓଡିଶା ପାଇଁ ଖେଳିବେ ଏହି ମହାନ କ୍ରିକେଟରmahabharatanewsAugust 31, 2021 by mahabharatanewsAugust 31, 20210191 ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ...
ଖେଳବୁମରାହ ଆଗରେ କାନ୍ଦିଲେ ଆଣ୍ଡରସନmahabharatanewsAugust 21, 2021August 21, 2021 by mahabharatanewsAugust 21, 2021August 21, 20210204 ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ଏକ ବୃହତ ବିଜୟ ପରେ ଇଂଲଣ୍ଡ ଖେଳାଳୀଙ୍କ ସମେତ ସେଠାକାର ଗଣମାଧ୍ୟମ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ବାଜି ଓଲଟାଇ ମ୍ୟାଚ ଜିତି ନେଇଥିଲା...
ଖେଳଚୋରି ଅଭିଯୋଗରେ ଭାରତୀୟ କ୍ରିକେଟରmahabharatanewsAugust 20, 2021 by mahabharatanewsAugust 20, 20210181 ଶ୍ରୀନଗର: ପିଚ ରୋଲର ଚୋରି କରିବା ଅଭିଯୋଗରେ ଫସିଯାଇଛନ୍ତି ଭାରତର ଜଣେ ଷ୍ଟାର ଅଲରାଉଣ୍ଡର । ଯାହାକୁ ନେଇ ଏବେ ସେ ଖୁବ ଅଡୁଆରେ । ରୋଲର ଫେରାଇବାକୁ ନୋଟିସ ମିଳିଥିବା ବେଳେ ରୋଲର...