ଓଡିଶାଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନmahabharatanewsMay 15, 2024 by mahabharatanewsMay 15, 20240125 (ଭୁବନେଶ୍ୱର) : ସାରା ଦେଶରେ ଜାରି ରହିଛି ସାଧାରଣ ନିର୍ବାଚନ । ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଆହୁରି ବାକି ରହିଛି ୩ଟି ପର୍ଯ୍ୟାୟ । ଏହି ସମୟରେ ବିଭିନ୍ନ...
ଓଡିଶା ‘ମୋ ବୁଥ୍ ଆପ୍’ ଉନ୍ମୋଚନmahabharatanewsMay 15, 2024 by mahabharatanewsMay 15, 20240134 (ଭୁବନେଶ୍ୱର) : ‘ମୋ ବୁଥ୍ ଆପ୍’ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ । ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ ହୋଇଛି । ଆପ୍ ଓ ୱେବସାଇଟ...
ଭାରତ୧୭ରେ ଓଡ଼ିଶା ଆସିବେ ହେମା ମାଳିନୀmahabharatanewsMay 15, 2024 by mahabharatanewsMay 15, 20240139 (ଭୁବନେଶ୍ୱର) : ନିର୍ବାଚନ ପ୍ରଚାରରେ ଆସୁଛନ୍ତି ଛତିଶଗଡ଼, ରାଜସ୍ଥାନ ମୁଖ୍ୟମନ୍ତ୍ରୀ । କାଲି ବିଷ୍ଣୁଦେବ ସାଏଙ୍କ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା । ୧୭ରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରରେ ସଭା କରିବେ ସାଏ ।...
ଓଡିଶାଆଜି ପଶ୍ଚିମ ଓଡ଼ିଶାରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ mahabharatanewsMay 15, 2024 by mahabharatanewsMay 15, 20240170 (ଭୁବନେଶ୍ୱର) : ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ...
ଓଡିଶାଜୁନ୍ ପୂର୍ବରୁ ଯୁକ୍ତ୨ ପରୀକ୍ଷାଫଳmahabharatanewsMay 15, 2024May 15, 2024 by mahabharatanewsMay 15, 2024May 15, 20240127 (ଭୁବନେଶ୍ୱର) : ମେ’ ଶେଷ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇବ। କେଉଁ ଦିନ ବାହାରିବ ସେନେଇ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଜୁନ୍ ପୂର୍ବରୁ ଫଳ ପ୍ରକାଶ...
ଓଡିଶାଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧିmahabharatanewsMay 15, 2024 by mahabharatanewsMay 15, 20240164 (ଭୁବନେଶ୍ୱର) : ଆଜି ଓଡିଶାରାହୁଲ ଗାନ୍ଧି ଆସିବେ ରାହୁଲ ଗାନ୍ଧି । ବଲାଙ୍ଗିର ଗସ୍ତରେ ଆସିବେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି। ଏଥିପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି...
ଓଡିଶାପରଲୋକରେ ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକmahabharatanewsMay 15, 2024 by mahabharatanewsMay 15, 20240130 (ଭୁବନେଶ୍ୱର) : ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା...
ଓଡିଶାଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନାmahabharatanewsMay 15, 2024May 15, 2024 by mahabharatanewsMay 15, 2024May 15, 20240201 (ଭୁବନେଶ୍ୱର) : ଓଡ଼ିଶାର ତାପମାତ୍ରା ଉପରମୁହାଁ। କାଳବୈଶାଖୀ ପ୍ରଭାବରେ କିଛି ଦିନ ପାଇଁ ଓଡ଼ିଶାବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିଥିବା ବେଳେ ଏବେ ପଶ୍ଚିମ ଓଡ଼ିଶା ତତଲା ପାଲଟିଲାଣି। ତେବେ ଆସନ୍ତା ୩ରୁ ୪ ଦିନ...
ଓଡିଶା୪୮ ଘଣ୍ଟା ପରେ ପୁଣି ବଢିବ ତାତିmahabharatanewsMay 14, 2024 by mahabharatanewsMay 14, 20240191 (ଭୁବନେଶ୍ୱର): ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି। ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୪୮ ଘଣ୍ଟା ପରେ ରାଜ୍ୟରେ ୨ରୁ ୪ ଡିଗ୍ରି ତାପମାତ୍ରା ବଢିବା...
ଓଡିଶା୧୬ରେ ନବୀନଙ୍କ ରୋଡ଼ ସୋmahabharatanewsMay 14, 2024 by mahabharatanewsMay 14, 20240118 (ଭୁବନେଶ୍ୱର) : ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରୋଡ଼ ସୋ ରହିଛି । ରୋଡ଼ ସୋ ସମୟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଙ୍ଗନଗର ଛକରୁ ବାହାରିଥିବା ରୋଡ଼ ସୋ LIC...