ଓଡିଶାପ୍ରଦୀପଙ୍କୁ ଆକ୍ରମଣ ମାମଲା; ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫmahabharatanewsMay 14, 2024 by mahabharatanewsMay 14, 20240146 (ବ୍ରହ୍ମପୁର) : ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ । ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ । ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଗିରଫ କଲା ପୋଲିସ...
ଓଡିଶା“ବିଜେଡି ୨୪ଟି ଆସନରେ ବିଜୟୀ ହେବ”mahabharatanewsMay 14, 2024 by mahabharatanewsMay 14, 20240102 (ଭୁବନେଶ୍ୱର) : ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କିଏ ଜିତିବଏନେଇ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜର ମତ ରଖିଛନ୍ତି। ସେ କହିଛନ୍ତି ବିଜେଡି ୨୪ଟି ଆସନରେ ବିଜୟୀ ହେବ। ଅନ୍ୟପଟେ ଖଣ୍ଡପଡାରେ ବିଜେଡି ପ୍ରାର୍ଥୀଙ୍କ...
ଓଡିଶାଏମସରେ ଭର୍ତ୍ତି ହେଲେ ପ୍ରଦୀପ ପାଣିଗ୍ରାହୀ mahabharatanewsMay 14, 2024May 14, 2024 by mahabharatanewsMay 14, 2024May 14, 20240118 (ଭୁବନେଶ୍ୱର) : ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି । ତାଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ସୂଚନାନୁଯାୟୀ...
ଓଡିଶାପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନmahabharatanewsMay 14, 2024 by mahabharatanewsMay 14, 20240160 (ଭୁବନେଶ୍ୱର) : ରାଜ୍ୟରେ ସରିଲା ପ୍ରଥମ ଦଫା ଲଢ଼େଇ। ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ...
ଓଡିଶା୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ ବାୟୁmahabharatanewsMay 14, 2024 by mahabharatanewsMay 14, 20240182 (ଭୁବନେଶ୍ୱର) : ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବାକୁ ଏବେ...
ଓଡିଶାପ୍ରଥମ ପର୍ଯ୍ୟାୟ ମତଦାନ ଶେଷ mahabharatanewsMay 13, 2024 by mahabharatanewsMay 13, 20240179 (ଭୁବନେଶ୍ୱର) : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୭.୦୭ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ...
ଓଡିଶା୧୫ରେ ଓଡିଶା ଆସିବେ ରାହୁଲ ଗାନ୍ଧିmahabharatanewsMay 13, 2024May 13, 2024 by mahabharatanewsMay 13, 2024May 13, 20240162 (ଭୁବନେଶ୍ୱର) : ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖରଗେ । ୧୫ ତାରିଖରେ ବଲାଙ୍ଗିରରେ ସଭା କରିବେ ରାହୁଲ ଏବଂ ୧୬ ତାରିଖରେ କନ୍ଧମାଳରେ ଏକ ସଭାରେ ଯୋଗ ଦେବେ...
ଓଡିଶାଅନୁଭବଙ୍କ ବିରୋଧରେ ଜାରି ହେଲା NBWmahabharatanewsMay 13, 2024 by mahabharatanewsMay 13, 20240135 (ଭୁବନେଶ୍ୱର) : ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ବିରୋଧରେ ଜାରି ହେଲା NBW। କଟକ ଜେଏମ୍ଏଫସି (MP, MLA) କୋର୍ଟ ପକ୍ଷରୁ NBW। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି...
ଓଡିଶାସକାଳ ୯ଟା ସୁଦ୍ଧା ୯.୨୫% ମତଦାନmahabharatanewsMay 13, 2024May 13, 2024 by mahabharatanewsMay 13, 2024May 13, 20240192 (ଭୁବନେଶ୍ୱର) : ରାଜ୍ୟରେ ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ । ECI ଆପ୍ରୁ ମତଦାନ ନେଇ ସୂଚନା ମିଳିଛି । ଗଜପତିରେ ୧୦.୨୦%, ଗଞ୍ଜାମ ୬.୮୧%, କଳାହାଣ୍ଡି ୯.୦୬%, -କୋରାପୁଟ ୧୩.୧୪%, ମାଲକାନଗିରି...
ଓଡିଶା୭୩୦୩ବୁଥରେ ଭୋଟ ଦେଉଛନ୍ତି ମତଦାତାmahabharatanewsMay 13, 2024 by mahabharatanewsMay 13, 20240191 (ଭୁବନେଶ୍ୱର) : ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡିଶା । ୭୩୦୩ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର ୫.୩୦ ମକ ପୋଲ ହୋଇଛି । ମକ ପୋଲ ସମୟରେ କିଛି...