ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଜବାବ ଦେଲେ ପାଣ୍ଡିଆନ
(ଭୁବନେଶ୍ୱର) : ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ, କଣ୍ଟାବାଞ୍ଜି ଓ ପାଟଣାଗଡ଼ରେ ନିର୍ବାଚନୀ ପ୍ରଚାର କରିଛନ୍ତି।ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କଣ୍ଟାବାଞ୍ଜିରୁ ଜବାବ ଦେଇଛନ୍ତି।...
