ଓଡିଶାଓଡିଶା ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର mahabharatanewsMay 5, 2024 by mahabharatanewsMay 5, 20240127 (ଭୁବନେଶ୍ୱର) : ଓଡିଶା ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାଧାରଣ ନିର୍ବାଚନ ପାଇଁ ସଙ୍କଳ୍ପ ପତ୍ର ଲୋକାର୍ପଣ କରିଛନ୍ତି । ଉନ୍ମୋଚନ ହେଲା...
ଓଡିଶା ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ ଜାରିmahabharatanewsMay 5, 2024 by mahabharatanewsMay 5, 20240159 (ଭୁବନେଶ୍ୱର) : ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତା ୨ ଦିନ ପ୍ରବଳ ଝଡ଼ ତିକୁ ପ୍ରଚଣ୍ଡ ଖରା । ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ...
ଭାରତ୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ mahabharatanewsMay 5, 2024 by mahabharatanewsMay 5, 20240128 (ଭୁବନେଶ୍ୱର) : ମେ’୮ ତାରିଖରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ସମୟ ମଧ୍ୟରେ ସେ ରାୟଗଡ଼ା ଗସ୍ତ କରିବେ । ସେହିପରି ୧୨ ତାରିଖରେ ପୁଣି ଓଡ଼ିଶା ଆସିବେ...
ଓଡିଶାଆଜି ଓଡିଶା ଆସୁଛନ୍ତି ମୋଦି mahabharatanewsMay 5, 2024May 5, 2024 by mahabharatanewsMay 5, 2024May 5, 20240126 (ଭୁବନେଶ୍ୱର) : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୦ରେ ଭୁବନେଶ୍ୱରରେ ମୋଦି କରିବେ ରୋଡ୍ ସୋ । ସେହିପରି ୧୧ ତାରିଖରେ ବଲାଙ୍ଗୀରରେ ସାଧାରଣ ସଭାରେ...
ଓଡିଶାଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି mahabharatanewsMay 5, 2024May 5, 2024 by mahabharatanewsMay 5, 2024May 5, 20240175 (ଭୁବନେଶ୍ୱର) : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । କିନ୍ତୁ ଟ୍ୱିନ ସିଟି...
ଓଡିଶା୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନାmahabharatanewsMay 4, 2024May 4, 2024 by mahabharatanewsMay 4, 2024May 4, 20240127 (ଭୁବନେଶ୍ୱର) : ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ରାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ସମେତ କିଛି ପାଶ୍ୱର୍ବର୍ତୀ ଜିଲ୍ଲାରେ କାଳବୈଶାଖୀ...
ଓଡିଶାଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ମୋଦିmahabharatanewsMay 4, 2024 by mahabharatanewsMay 4, 20240145 (ଭୁବନେଶ୍ୱର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ( ମେ’୫ ତାରିଖ) ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସୂଚନାନୁଯାୟୀ , ସେ...
ଓଡିଶାଭୁବନେଶ୍ୱରରେ ଜୟଶଙ୍କରmahabharatanewsMay 4, 2024May 4, 2024 by mahabharatanewsMay 4, 2024May 4, 20240178 (ଭୁବନେଶ୍ୱର) :ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଜୟଶଙ୍କର ସେଠାରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ବିପୁଳ ସ୍ଵାଗତ କରାଯାଇଥିଲା । ତାଙ୍କର ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଯେପରିକି ଏଡିଟର୍ସ ମିଟ, ବୁଦ୍ଧିଜୀବୀ...
ଓଡିଶାମେ’ ୨୨ରୁ ହାତୀ ଗଣନାmahabharatanewsMay 4, 2024 by mahabharatanewsMay 4, 20240141 (ଭୁବନେଶ୍ୱର) : ଓଡ଼ିଶାରେ କେତେ ସଂଖ୍ୟକ ହାତୀ ଓ କଲରାପତରିଆ ବାଘ ରହିଛନ୍ତି ତାହାର ଗଣନା କରାଯିବ। ଏକା ସମୟରେ ଉଭୟ ହାତୀ ଓ କଲରାପତରିଆଙ୍କ ଗଣନା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।...
ଓଡିଶାଆଜି ପାରଳାଖେମୁଣ୍ଡି ଗସ୍ତରେ ବିଜେଡି ସୁପ୍ରିମୋmahabharatanewsMay 4, 2024May 4, 2024 by mahabharatanewsMay 4, 2024May 4, 20240146 (ଭୁବନେଶ୍ୱର) : ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ଗସ୍ତରେ ଆସୁଛନ୍ତି। ଗଜପତି ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଅପରାହ୍ନ ୫ଟାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ...