ଓଡିଶାଆଜି ଓଡିଶା ଆସୁଛନ୍ତି ଏସ୍. ଜୟଶଙ୍କର mahabharatanewsMay 4, 2024 by mahabharatanewsMay 4, 20240195 (ଭୁବନେଶ୍ୱର) : ବିଜେପି ଫୋକସରେ ଓଡ଼ିଶା । ସେଥିପାଇଁ ରାଜ୍ୟରେ ବିଜେପି କର୍ମୀଙ୍କ ମନୋବଳ ଦୃଢ଼ କରିବା ପାଇଁ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ନେତା । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି...
ଓଡିଶାହିଟ୍ୱେଭ୍ରୁ ଆଶ୍ବସ୍ତିmahabharatanewsMay 4, 2024 by mahabharatanewsMay 4, 20240117 (ଭୁବନେଶ୍ୱର) : ୨୪ ଘଣ୍ଟା ବ୍ୟବଧାନରେ ପୁଣିଥରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର ଓ କଟକ। ଏହାରି ଭିତରେ ଆଉ ଏକ ଆଶ୍ବସ୍ତି କଲା ଭଳି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ। ମେ’...
ଓଡିଶାରାଜ୍ୟର ୨୬ଟି ସହରରେ ତାପମାତ୍ରା ୪୦ଡ଼ିଗ୍ରି ପାର mahabharatanewsMay 3, 2024 by mahabharatanewsMay 3, 20240104 (ଭୁବନେଶ୍ୱର) : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ୨୬ଟି ସହରରେ ତାପମାତ୍ରା ୪୦ଡ଼ିଗ୍ରି ଅତିକ୍ରମ କରିଛି। ୪୪.୬ ଡ଼ିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ୭ଟି ସହରରେ ଦିନ...
ଓଡିଶାପୁଣି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାmahabharatanewsMay 3, 2024 by mahabharatanewsMay 3, 20240177 (ଭୁବନେଶ୍ୱର) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୫ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି। ଏନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା...
ମନୋରଞ୍ଜନବିଜେପି ଛାଡିଲେ ଅଭିନେତ୍ରୀ ଜିନା ସାମଲ mahabharatanewsMay 3, 2024 by mahabharatanewsMay 3, 20240150 (ଭୁବନେଶ୍ୱର) : ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ମନମୋହନ ସାମଊଙ୍କ ନିକଟକୁ ପଠାଇଛନ୍ତି। ସୂଚନାନୁଯାୟୀ , ଜୀନା...
ଓଡିଶାଆଜି ରାୟଗଡା ଆସିବେନି ରାହୁଲ ଗାନ୍ଧୀmahabharatanewsMay 3, 2024 by mahabharatanewsMay 3, 20240344 (ଭୁବନେଶ୍ୱର) : ଆଜି ରାୟଗଡା ଆସୁନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ସେ ଆଜି ନାମାଙ୍କନ ଭରିବେ ।...
ଓଡିଶାହିଟ୍ ୱେଭ ନେଇ ଆଜି ୧୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରିmahabharatanewsMay 3, 2024May 3, 2024 by mahabharatanewsMay 3, 2024May 3, 20240281 (ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଗାମୀ ୩ ଦିନ ଯାଏଁ ପାଣିପାଗରେ ବିଶେଷ ପରିବର୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହିଟ୍ ୱେଭ ନେଇ...
ଓଡିଶାବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକmahabharatanewsMay 2, 2024 by mahabharatanewsMay 2, 20240158 (ଭୁବନେଶ୍ୱର) : ଟିକେଟ୍ ନମିଳିବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ । ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା...
ଓଡିଶାନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ mahabharatanewsMay 2, 2024 by mahabharatanewsMay 2, 20240178 (ଭୁବନେଶ୍ୱର) : ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ । ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ...
ଓଡିଶାହିଟୱେଭ୍ : ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି mahabharatanewsMay 2, 2024 by mahabharatanewsMay 2, 20240101 (ଭୁବନେଶ୍ୱର) : ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ତେବେ ଏହାରି ଭିତରେ ଗତକାଲି ହୋଇଥିବା କାଳ ବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି। କିନ୍ତୁ ଆଜି ମଧ୍ୟ ଖରା ପ୍ରକୋପ ଜାରି...