ଓଡିଶାବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାଳୟ ଉଦଘାଟିତmahabharatanewsSeptember 16, 2022 by mahabharatanewsSeptember 16, 20220144 ଛତ୍ରପୁର: ମନୁଷ୍ୟ ନିଜେ ସୁସ୍ଥ ରହିବା ପାଇଁ ହେଲେ ନିଜ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ଗୁଡିକର ଯତ୍ନ ନେବା ଆବଶ୍ୟକ। ସେଗୁଡିକର ଉଚିତ୍ ଯତ୍ନ ନେବା ପାଇଁ କିମ୍ବା ସେ ଗୁଡିକର...
ଓଡିଶାଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ ପରିଧାନmahabharatanewsSeptember 16, 2022 by mahabharatanewsSeptember 16, 20220142 ଆସିକା: ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୨୦୦୮ ପରବର୍ତ୍ତୀ ନିଯୁକ୍ତ ହୋଇଥିବା ଅଧ୍ୟାପକ ଏବଂ କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି କଳାଦିବସ ପାଳନ କରିଛନ୍ତି। ଏଥି ସହିତ ଚାକିରିର ଅନିୟମିତତାକୁ ନେଇ ଓଡି଼ଶା ସରକାରଙ୍କ ଉପରେ...
ଓଡିଶାମା’ କନ୍ଧୁଣି ଦେବୀ ମହୋତ୍ସବର ଦ୍ୱିତୀୟ ଦିନmahabharatanewsSeptember 16, 2022 by mahabharatanewsSeptember 16, 20220148 ଯୋଗଦେଲେ ଦକ୍ଷିଣାଞ୍ଚଳ ଆଇଜି ଓ ଏସପି ସୋରଡା: ସୋରଡାର ଅଧିଷ୍ଠାତ୍ରୀ ଦେବୀ ମାଆ କନ୍ଧୁଣି ଦେବୀଙ୍କ କଣ୍ଟାବିଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଆ କନ୍ଧୁଣି ଦେବୀ ମହୋତ୍ସବ କମିଟିର ସଭାପତି ତଥା...
ଦୁର୍ଘଟଣାଭାରତଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁmahabharatanewsSeptember 16, 2022 by mahabharatanewsSeptember 16, 20220181 ୟୁପି: ବର୍ତ୍ତମାନ ବାଙ୍ଗାଲୋର ପରେ ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ବର୍ଷା ବିତ୍ପାତ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଘରର ଛାତ ଭୁଷୁଡି...
ଓଡିଶାହିଞ୍ଜିଳିର ମୁଖ୍ୟ ରାସ୍ତା ପାଲଟିଛି ଗୋଶାଳାmahabharatanewsSeptember 15, 2022 by mahabharatanewsSeptember 15, 20220127 ଗୋରୁଧରା ଅଭିଯାନ ବନ୍ଦ, ଯାତାୟାତରେ ଅସୁବିଧା ଗଞ୍ଜାମ: କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସହର ପରିମଳ ରାସ୍ତା ଘାଟରୁ । ରାସ୍ତାଘାଟ ସଫା ସୁତରା ନ ରହି ପାଣି ଜମିବା କିମ୍ବା...
ଓଡିଶାଜିଲ୍ଲା ପ୍ରଶାସନ ପକ୍ଷରୁ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମmahabharatanewsSeptember 15, 2022 by mahabharatanewsSeptember 15, 20220183 ନିର୍ଭୟା କଢି, ମୋ ଗେହ୍ଲା ଝିଅ, ଶିଶୁ ଶ୍ରମିକ ଦୂରୀକରଣ ଉପରେ ଗୁରୁତ୍ୱାରୋପ ଗଞ୍ଜାମ: ନିର୍ଭୟା କଢି, ମୋ ଗେହ୍ଲାଝିଅ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ...
ଓଡିଶାକାଳିଆ ଟଙ୍କା ଓ ବାଲିଘାଟ ଅନିୟମିତତା ନେଇ ଗର୍ଜିଲେ ଚାଷୀmahabharatanewsSeptember 15, 2022September 15, 2022 by mahabharatanewsSeptember 15, 2022September 15, 20220226 ଗଞ୍ଜାମ: ଗଞ୍ଜାମ ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ବହୁ ଚାଷୀଙ୍କ କାଳିଆ ଟଙ୍କା ଓ ଆସିକା ତହସିଲ ଅଞ୍ଚଳରେ ଥିବା ଲକ୍ଷ ଲକ୍ଷ ଟଙ୍କାର ବାଲିଘାଟ ଅନିୟମିତତା ବିରୁଦ୍ଧରେ ତହସିଲ ସମ୍ମୁଖରେ ଗର୍ଜିଥିଲେ। ଯୁବନେତା...
ଅପରାଧଭାରତଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣାmahabharatanewsSeptember 15, 2022 by mahabharatanewsSeptember 15, 20220154 ଦୁଇ ଦଳିତ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା, ୬ ଗିରଫ ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଲକ୍ଷୀପୁର ଖେରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସମ୍ପୃକ୍ତ ଅଞ୍ଚଳର ଦୁଇ ଜଣ ନାବାଳିକା ଭଉଣୀଙ୍କୁ...
ଓଡିଶାଭାରତରାଜନୀତିଵାଣିଜ୍ୟରାଜ୍ୟରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତmahabharatanewsSeptember 15, 2022 by mahabharatanewsSeptember 15, 20220242 ସ୍ଥାପନା ହେବ ବୃହତ ଆଲୁମିନା ପାର୍କ ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସହ...
ଓଡିଶାଵାଣିଜ୍ୟସରିଲା ପୁଞ୍ଜିପତିଙ୍କ ସମ୍ମିଳନୀmahabharatanewsSeptember 15, 2022 by mahabharatanewsSeptember 15, 20220258 ମେକ ଇନ ଓଡି଼ଶା କନକ୍ଲେଭ ଲାଗି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି...