ଦେଶ ବିଦେଶ୮ ଘଣ୍ଟାର ଅପରେସନ: ହତ୍ୟାକାରୀକୁ ଏନକାଉଣ୍ଟରmahabharatanewsSeptember 23, 2026 by mahabharatanewsSeptember 23, 2026034 ଉତ୍ତର ପ୍ରଦେଶ ଆଜମଗଡ଼ରେ ଅରବିନ୍ଦ ସିଂହ ନାମକ ବ୍ୟକ୍ତିକୁ ଏନ୍ କାଉଣ୍ଟର କରିଛି ପୋଲିସ। ପତ୍ନୀ,ପୁଅ ଓ ଦୁଇ ପୂଜକଙ୍କୁ ହତ୍ୟା କରିଥିବା ନରହନ୍ତାକୁ ଗୁଳି କରିଛି। ସ୍ତ୍ରୀ ଏବଂ ଦୁଇ ଜଣ ପୂଜକଙ୍କୁ...
ଭାରତଆଜି ପ୍ରକାଶ ପାଇପାରେ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା mahabharatanewsMarch 8, 2024 by mahabharatanewsMarch 8, 20240201 (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ଲୋକସଭା ଆସନକୁ ନେଇ ବିଜେପିରେ ଦ୍ୱନ୍ଦ ଲାଗି ରହିଛି । ରାଜ୍ୟର ୮୦ଟି ଲୋକସଭା ଆସନ ମଧ୍ୟରୁ ଦଳ ୫୧ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି । ଏହା...
ଭାରତସିଲିଣ୍ଡର ବିସ୍ଫୋରଣରେ ୫ ମୃତmahabharatanewsMarch 6, 2024 by mahabharatanewsMarch 6, 20240166 (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଏଲ୍ପିଜି ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟାଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟା...
ଭାରତଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିmahabharatanewsFebruary 23, 2024 by mahabharatanewsFebruary 23, 20240156 (ଉତ୍ତରପ୍ରଦେଶ) : ୨ଦିନିଆ ଗୁଜୁରାଟ ଏବଂ ଉତ୍ତରପ୍ରଦେଶର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ନିଜ ଗସ୍ତର ଦ୍ୱିତୀୟ ଦିନରେ ଉତ୍ତରପ୍ରଦେଶରେ ଅଛନ୍ତି। ଏଠାରେ ଅନେକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ସେ ୧୩,୦୦୦କୋଟିରୁ...
ଭାରତଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀmahabharatanewsNovember 24, 2023 by mahabharatanewsNovember 24, 20230184 (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦର୍ଶନ କରି ପୂଜା କରିଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ...
ଭାରତବାୟୁ ପ୍ରଦୂଷଣ: ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ mahabharatanewsNovember 8, 2023 by mahabharatanewsNovember 8, 20230173 (ଉତ୍ତରପ୍ରଦେଶ) : ବାୟୁ ପ୍ରଦୂଷଣ ଯୋଗୁଁ ନୋଏଡା ଏବଂ ଗ୍ରେଟର ନୋଏଡାର ନର୍ସରୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିାଯିବା ନେଇ ହୋଇଛି ନିଷ୍ପତ୍ତି । ତେବେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି...
ଭାରତପାତାଲକୋର୍ଟ ଏକ୍ସପ୍ରେସ କୋଚରେ ନିଆଁ mahabharatanewsOctober 26, 2023 by mahabharatanewsOctober 26, 20230179 (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର-ଆଗ୍ରା ଠାରେ ଏକ ବଡ଼ ରେଳ ଦୁର୍ଘଟଣା। ପାତାଲକୋର୍ଟ ଏକ୍ସପ୍ରେସର କିଛି କୋଚରେ ନିଆଁ ଲାଗି ଯାଇଛି । ତେବେ ସମସ୍ତ ଯାତ୍ରୀଙ୍କୁ ଠିକ୍ ସମୟରେ ଟ୍ରେନରୁ ବାହାର କରାଯାଇଛି ।...
ଭାରତ ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍, ଜଣେ ଆହତ mahabharatanewsSeptember 27, 2023 by mahabharatanewsSeptember 27, 20230215 (ଉତ୍ତରପ୍ରଦେଶ) : ପ୍ଲାଟଫର୍ମ ଉପରେ ଚଢିଆସିଥିଲା ଟ୍ରେନ୍ । ଜୀବନ ବଞ୍ଚାଇବା ପାଇଁ ଧାଇଁଲେ ଲୋକେ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ରହିଛି । ବ୍ରେକ୍ ବଦଳରେ ଏକ୍ସିଲେଟର ଦାବି ଦେଲେ...
ଭାରତଶୁକ୍ରବାର ୨ ଜଣଙ୍କୁ ମାରିଥିଲା, ଆଜି ନିଜେ ମରିଗଲା, ଗୋଡାଇ ଗୋଡାଇ ଛାତିକୁ ଗୁଳି ମାରିଲା ପୋଲିସmahabharatanewsFebruary 27, 2023 by mahabharatanewsFebruary 27, 20230229 ପ୍ରୟାଗରାଜ: ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ଜଣେ ଅପରାଧୀକୁ ଏନକାଉଣ୍ଟର କରିଛି ପ୍ରୟାଗରାଜ ପୋଲିସ । ଏହି ଅପରାଧୀର...
ଦୁର୍ଘଟଣାଭାରତଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁmahabharatanewsSeptember 16, 2022 by mahabharatanewsSeptember 16, 20220231 ୟୁପି: ବର୍ତ୍ତମାନ ବାଙ୍ଗାଲୋର ପରେ ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ବର୍ଷା ବିତ୍ପାତ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଘରର ଛାତ ଭୁଷୁଡି...