Uncategorizedବାଲିକୁଦା ଏରସମା ବିଜେପିର ସାଂଗଠନିକ ପର୍ବmahabharatanewsDecember 29, 2025 by mahabharatanewsDecember 29, 202506 ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ସମ୍ମୁଖରେ ୧୨୯ ତମ ମନ କି ବାତ ଓ ସାଂଗଠନିକ ପର୍ବ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...
ଓଡିଶାପ୍ରଫୁଲ୍ଲଙ୍କ ୨ ପୁଅ ବିଜେପିରେ ମିଶିଲେ, କଡା ସମାଲୋଚନା କଲେ ବ୍ୟୋମକେଶmahabharatanewsDecember 7, 2025 by mahabharatanewsDecember 7, 2025013 ବିରୋଧୀ ଦଳ ବିଜେଡି ପାଇଁ ଏକ ବଡ଼ ଲଜ୍ଜାର ବିଷୟ ପାଲଟିଛି। ଛଅ ଥର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଏବଂ ଭଉଣୀ ବିଜେପିରେ ଯୋଗ ଦେଇଛନ୍ତି। ସାମଲଙ୍କ ପୁଅ ପ୍ରୟାସକାନ୍ତି ଏବଂ...
ଓଡିଶାନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀmahabharatanewsSeptember 15, 2025September 15, 2025 by mahabharatanewsSeptember 15, 2025September 15, 2025086 ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିବେ ନିଯୁକ୍ତି ପତ୍ର । ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । କୃଷି ଓ...
ଓଡିଶା୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସmahabharatanewsAugust 25, 2025 by mahabharatanewsAugust 25, 20250134 ଭୁବନେଶ୍ୱର:- ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କର ପରଲୋକ । ୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି।...
ଓଡିଶାରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିପାରନ୍ତିmahabharatanewsMay 17, 2025 by mahabharatanewsMay 17, 20250165 ଭୁବନେଶ୍ବର-: ଆସନ୍ତା ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସରକାର ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ...
ଓଡିଶାଓଡିଶାରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାmahabharatanewsApril 25, 2024April 25, 2024 by mahabharatanewsApril 25, 2024April 25, 20240161 ସୋନପୁର: ଓଡିଶାରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା । ପ୍ରଥମେ ଝାରସୁଗୁଡାରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ସୋନପୁର ରେ ପହଞ୍ଚି ସେଠାରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି ଅମିତ ଶାହା । ମଂଚ...
ଓଡିଶାରାଜନୀତିବିଜେପିରେ ଆନୁଷ୍ଠାନୀକ ଭାବେ ସାମିଲ ହୋଇଛନ୍ତି ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀmahabharatanewsApril 25, 2024April 25, 2024 by mahabharatanewsApril 25, 2024April 25, 20240130 ଭୁବନେଶ୍ୱର: ପଦ୍ମ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ମିଶି ଥିବା କୁହାଯାଉଛି । ତେବେ ଆଜି ସୋନପୁରରେ ଆୟୋଜିତ ସମାବେଶକୁ...
ଓଡିଶାରାଜନୀତିବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକmahabharatanewsApril 13, 2024 by mahabharatanewsApril 13, 20240102 ଭୁବନେଶ୍ୱର: ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ବିଜେଡି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ବିଜେଡି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ...
ଭାରତବିଜେପି ସଭାପତି ଜେପି ନଡ୍ଡା ଏବଂ ଅମିତ ମାଲଭିଅଙ୍କ ବିରୋଧରେ ଥାନାରେ ଏତଲାmahabharatanewsJune 19, 2023June 19, 2023 by mahabharatanewsJune 19, 2023June 19, 20230148 କର୍ଣ୍ଣାଟକ: କର୍ଣ୍ଣାଟକ ସରକାରର ମନ୍ତ୍ରୀ ପ୍ରିୟଙ୍କା ଖରଗେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଆଇଟି ସେଲର ଦାୟିତ୍ୱରେ ଥିବା ଅମିତ ମାଲଭିଅ ଏବଂ ଚଣ୍ଡିଗଡ଼ ରାଜ୍ୟ ସଭାପତି ଅରୁଣ ସୁଦଙ୍କ ବିରୋଧରେ ଥାନାରେ...
ଓଡିଶାଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭାmahabharatanewsApril 24, 2023 by mahabharatanewsApril 24, 20230109 ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ ରେ ପଥର ମାଡ଼ ଏବଂ ଏପ୍ରିଲ ୧୪ ରେ ପୋଡ଼ାଜଳା, ଭଙ୍ଗାରୁଜା, ମାରଣାସ୍ତ୍ରରେ ଆକ୍ରମଣ ଘଟିଥିଲା ।...