ଓଡିଶାଦୁର୍ଘଟଣାବାଇକକୁ ପଛପଟୁ ଧକ୍କା ଦେଲା କାରmahabharatanewsDecember 15, 2025 by mahabharatanewsDecember 15, 2025016 ବାଇକକୁ ପଛପଟୁ ଧକ୍କା ଦେଲା କାର । 57 ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ହରେକୃଷ୍ଣପୁର ଠାରେ ଗତକାଲି ବିଳମ୍ବିତ ରାତିରେ ରେ ଘଟିଛି ଏଭଳି ଦୁର୍ଘଟଣା! ଦୁର୍ଘଟଣା ରେ ବାଇକ ଚାଳକ...
ଓଡିଶାବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିରmahabharatanewsDecember 11, 2025 by mahabharatanewsDecember 11, 2025019 ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଥିବା ହାତୀ ଆକ୍ରମଣ, ଫସଲ ନଷ୍ଟ ଓ ଜୀବଜନ୍ତୁ–ମାନବ ସଂଘର୍ଷକୁ ରୋକିବା ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ଗୁରୁବାର ଦିନ ବାମଣ୍ଡା ନର୍ସରୀ ଠାରେ ‘ଗଜ ସାଥି’ ଓ...
ଓଡିଶାବୌଦ୍ଧ କଚେରୀ ପଡିଆରେ ଚାଲିଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାmahabharatanewsDecember 4, 2025 by mahabharatanewsDecember 4, 2025013 ବୌଦ୍ଧ ଜିଲ୍ଲା କଚେରୀ ପଡିଆରେ କୃଷି କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା! ଏନେଇ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଗୁଡିକ ରେ...
ଓଡିଶାପର୍ବ ପର୍ବାଣିମାଟି କାରୁକାର୍ଯ୍ୟ କରୁଥିବା କୁମ୍ଭାର ସମ୍ପ୍ରଦାୟ ପକ୍ଷରୁ କୁରାଳ ପଞ୍ଚମୀmahabharatanewsNovember 25, 2025 by mahabharatanewsNovember 25, 2025015 ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଥିବା କୁମ୍ଭାର ସମ୍ପ୍ରଦାୟର ପକ୍ଷରୁ ଆଜି ଧାର୍ମିକ ଉତ୍ସାହ ଓ ପାରମ୍ପରିକ ରୀତିନୀତି ଅନୁଯାଇ କୁରାଳ ପଞ୍ଚମୀ ପାଳନ ଅନୁଷ୍ଠିତ ହେଉଥିବା ବେଳେ ହରଭଙ୍ଗା ବ୍ଲକ...
ଓଡିଶାଦୁର୍ଘଟଣାବସ ଓ ଟ୍ରକ ଧକ୍କା: ୩ ଚାଳକ ଗୁରୁତରmahabharatanewsAugust 19, 2022 by mahabharatanewsAugust 19, 20220163 ବୌଦ୍ଧ/ ନବରଙ୍ଗପୁର: ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା, ୩ ଚାଳକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଓ ନବରଙ୍ଗପୁରରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର-ଖୋର୍ଦ୍ଧା ୫୭...
ଓଡିଶାବନ୍ୟା ଯୋଗୁଁ ଗ୍ୟାରେଜରେ କଲେ ରାତ୍ରିଯାପନ କଲେ ୧୪ ଛାତ୍ରଛାତ୍ରୀmahabharatanewsJuly 15, 2022July 15, 2022 by mahabharatanewsJuly 15, 2022July 15, 20220192 ବୌଦ୍ଧ : ବନ୍ୟା ଯୋଗୁଁ ଘରକୁ ଫେରିପାରିଲେନି ଛାତ୍ରଛାତ୍ରୀ। ରାତି ସାରା ଗ୍ୟାରେଜରେ ବିତାଇବାକୁ ପଡ଼ିଛି। ବନ୍ୟା ପାଣି ଯୋଗୁଁ ନାଳ ଅତିକ୍ରମ କରିପାରି ନାହାନ୍ତି ଛାତ୍ରଛାତ୍ରୀ। ଏଥିରୁ ବୌଦ୍ଧ ଜିଲ୍ଲା ଗମନାଗମନ କ୍ଷେତ୍ରରେ...