ଓଡିଶାବଡ଼ ମେଡିକାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବmahabharatanewsMay 29, 2024 by mahabharatanewsMay 29, 2024096 (ଚିଲିକା) : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ଭୋର ୪ଟା ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।...
ଓଡିଶାଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ mahabharatanewsJanuary 28, 2024 by mahabharatanewsJanuary 28, 20240112 (ଚିଲିକା) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଆଜି ଉଦ୍ଘାଟନ କରିଛନ୍ତି । ଏସିଆର ସର୍ବବୃହତ୍ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ...
ଓଡିଶାଆଜିଠୁ ଆରମ୍ଭ ଡଲଫିନ୍ ଗଣନା mahabharatanewsJanuary 20, 2024 by mahabharatanewsJanuary 20, 2024077 (ଚିଲିକା) : ଆଜି ଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଚିଲିକା, କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଏହି...
ଓଡିଶା ଚିଲିକାରେ ପକ୍ଷୀ ଗଣନା ଆରମ୍ଭ mahabharatanewsJanuary 4, 2024 by mahabharatanewsJanuary 4, 2024096 (ଚିଲିକା) : ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବାଲୁଗାଁ, ସାତପଡ଼ା, ନୂଆପଡ଼ା, ଟାଙ୍ଗୀ ଓ ରମ୍ଭା ରେଞ୍ଜରେ ଗଣନା ହୋଇଛି...
ଓଡିଶାସରିଲା ପକ୍ଷୀଗଣନାmahabharatanewsMay 27, 2023 by mahabharatanewsMay 27, 20230146 (ଚିଲିକା) : ଶେଷ ହେଲା ଚିଲିକାରେ ପକ୍ଷୀଗଣନା । ଚଳିତବର୍ଷ ଗ୍ରୀଷ୍ମକାଳୀନ ଶୁକ୍ରବାର ଦିନ ଶେଷ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା କମି ଥିବାବେଳେ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି। ସୂଚନାନୁଯାୟୀ...
ଓଡିଶାଡଙ୍ଗାର ଇନ୍ସୁରାନ୍ସ ଏବଂ ଫିଟନେସ ଦେଖି ଚିଲିକା ଯାତ୍ରା କରନ୍ତୁmahabharatanewsJanuary 15, 2023 by mahabharatanewsJanuary 15, 20230132 ଚିଲିକା : ଚିଲିକାରେ ଡଙ୍ଗା ଚଳାଚଳ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲୁଗାଁ ହାଇସ୍କୁଲଠାରେ ଚିଲିକା ତହସିଲଦାର , ବାଲୁଗାଁ ଏସ୍ ଡି ପି ଓ, ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ଜଳପଥ...
ଓଡିଶାଚିଲିକା ରୋପୱେ କୁ ନେଇ ବିବାଦmahabharatanewsOctober 13, 2022 by mahabharatanewsOctober 13, 20220167 ଚିଲିକା: ଚିଲିକା ହ୍ରଦ ମଝିରେ ଅଛି ମାଆ କାଳିଜାଇଙ୍କ ମନ୍ଦିର । ଦେଶର କୋଣ କୋଣରୁ ପର୍ଯ୍ୟଟକମାନେ ଆସନ୍ତି ମାଆ କାଳିଜାଇଙ୍କ ଦର୍ଶନ ପାଇଁ । କାଳିଜାଇ ମନ୍ଦିରକୁ ଯିବାକୁ ହେଲେ ବୋଟ ସାହାଯ୍ୟ...
ଓଡିଶାଡ୍ରେନେଜ ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳmahabharatanewsSeptember 24, 2022 by mahabharatanewsSeptember 24, 20220116 ଚିଲ୍ଲିକା /ଚାଣକ୍ୟ ମିଶ୍ର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଣପୁର ଗସ୍ତରେ ଆସିଥିଲେ। ବାଣପୁରରେ ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ କରିଥିଲେ। ସେଠାରେ...
ଓଡିଶାମଦ ପିଇ ଗାଡି ଚଢ଼ାଇଲେ ବିଧାୟକ !mahabharatanewsMarch 12, 2022 by mahabharatanewsMarch 12, 20220181 ଚିଲିକା: ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଭିତରେ ଚିଲିକାରୁ ଆସିଛି ହୃଦୟ ବିଦାରକ ଖବର । ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । କିଛି ଲୋକଙ୍କ ମାଡରେ...