ଓଡିଶାଜେଜେଙ୍କ ପିଣ୍ଡ ଦାନ କରିବାକୁ ଆସି ଚାଲିଗଲା ନାତିର ଜୀବନmahabharatanewsApril 7, 2024 by mahabharatanewsApril 7, 20240122 (କଟକ) : ପୁଣି କଟକ ମହାନଦୀରେ ଅଭାବନୀୟ ଘଟଣା । ଜେଜେଙ୍କ ପିଣ୍ଡ ଦାନ କରିବାକୁ ଆଜି ଚାଲିଗଲ ନାତିର ଜୀବନ । କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା।...
ଓଡିଶାରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମାଆ ମଙ୍ଗଳାmahabharatanewsMarch 26, 2024 by mahabharatanewsMarch 26, 20240119 (କଟକ) : ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ। ତେବେ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା,...
ଓଡିଶାହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସmahabharatanewsMarch 18, 2024 by mahabharatanewsMarch 18, 2024093 (କଟକ) : ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ । ପୋଲିସ କିଛି କରୁନଥିବା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା । କାମ ଗତିଶୀଳ ହେଉନଥିବାରୁ ଏପରି ନିଷ୍ପତି ନେଇଛନ୍ତି ସୋମାଲିକା । ସୂଚନାନୁଯାୟୀ ,...
ଓଡିଶାଆସନ୍ତାକାଲି ବାରବାଟୀ ଷ୍ଟାଡିୟମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀmahabharatanewsFebruary 26, 2024 by mahabharatanewsFebruary 26, 20240126 (କଟକ) : ଫେବୃଆରୀ ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ବାରବାଟୀ ଷ୍ଟାଡିଅମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୬ ଶହ କୋଟିର ଏହି ବୃହତ ନିର୍ମାଣ କାମ ପାଇଁ ଶିଳାନ୍ୟାସ ହେବ ।...
ଓଡିଶାବାରବାଟୀ ଷ୍ଟାଡିୟମରେ ଭି.କେ ପାଣ୍ଡିଆନmahabharatanewsFebruary 21, 2024 by mahabharatanewsFebruary 21, 20240166 (କଟକ) : ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଲେ ୫ ଟି ଅଧକ୍ଷ ଭି.କେ ପାଣ୍ଡିଆନ । ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ବାରବାଟୀ ଷ୍ଟାଡିୟମ ବୁଲି ନୂଆ ପ୍ରକଳ୍ପର ବ୍ଲୁପ୍ରିଣ୍ଟ...
ଓଡିଶାଶିଳାନ୍ୟାସ ହେଲା ‘ଟେକ୍ସଟାଇଲ ପାର୍କ’ mahabharatanewsFebruary 17, 2024 by mahabharatanewsFebruary 17, 20240110 (ଚୌଦ୍ୱାର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ...
ଓଡିଶାଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂmahabharatanewsFebruary 7, 2024 by mahabharatanewsFebruary 7, 20240122 (କଟକ) : ଓଡ଼ିଶା ହାଇକୋର୍ଟକୁ ମିଳିଲା ନୂଆ ମୁଖ୍ୟ ବିଚାରପତି । ଆଜି ଶପଥ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ...
ଓଡିଶାବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀmahabharatanewsJanuary 7, 2024 by mahabharatanewsJanuary 7, 2024089 (କଟକ): ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଆଜି ସକାଳେ ପହଞ୍ଚି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶନିବାର ରାତିରେ ଧବଳେଶ୍ୱରରେ ପହଞ୍ଚିିବା ପରେ ସେଠାରେ ଥିବା ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ।...
ଓଡିଶାକଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋmahabharatanewsDecember 28, 2023 by mahabharatanewsDecember 28, 20230106 (କଟକ): ତ୍ରିଶୁଳିଆ ପର୍ଯ୍ୟନ୍ତ ନୁହଁ କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏ ନେଇ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ ହୋଇଛି । ନୂଆବର୍ଷରେ ଏ ସମ୍ପ୍ରସାରିତ ପ୍ରକଳ୍ପର ଶିଳାନ୍ୟାସ ହେବ...
ଓଡିଶା ଶେଷ ଦିନରେ କଟକ ଐତିହାସିକ ବାଲିଯାତ୍ରା mahabharatanewsDecember 5, 2023 by mahabharatanewsDecember 5, 20230137 (କଟକ) : ଶେଷ ଦିନରେ କଟକ ଐତିହାସିକ ବାଲିଯାତ୍ରା । ଗତକାଲି ଗୋଟିଏ ଦିନ ବଢିଥିଲା କଟକ ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ...