ଅପରାଧଓଡିଶାମୁଣ୍ଡଳୀ ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକmahabharatanewsAugust 27, 2022 by mahabharatanewsAugust 27, 20220156 କଟକ: ମହାନଦୀର ଅକାତ ପାଣିକୁ ଡେଇଁଲେ ଯୁବକ । ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁ ପଡିଲେ ଯୁବକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି...
ଓଡିଶାଆଇସିୟୁରେ ଭର୍ତ୍ତି ହେଲେ କମଳା ପୂଜାରୀmahabharatanewsAugust 25, 2022 by mahabharatanewsAugust 25, 20220141 ଜ୍ୱର ଓ ଝାଡାରେ ପୀଡିତ ହୋଇଥିବା ସୂଚନା କଟକ: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଛି। ସେ ଜ୍ୱର ଓ ଝାଡାରେ ପୀଡିତ ହୋଇଥିବାବେଳେ କିଡୀନ ଜନିତ ରୋଗ ଲାଗି ଅସୁସ୍ଥ ଥିବା...
Uncategorizedବ୍ରଜପାତରେ ୧୬ ବର୍ଷର ବାଳକର ମୃତ୍ୟୁmahabharatanewsAugust 19, 2022 by mahabharatanewsAugust 19, 20220174 କଟକ: ସଂପ୍ରତି ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟରେ ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ଯୋଗୁ ରାଜ୍ୟରେ କିଛି ସ୍ଥାନରେ ବଜ୍ରପାତ...
ଓଡିଶାପାଣିପାଗମୁଣ୍ଡଳୀରେ କମୁଛି ଜଳସ୍ତରmahabharatanewsAugust 17, 2022 by mahabharatanewsAugust 17, 20220156 କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର । କଟକ ମୁଣ୍ଡଳିରେ କମୁଛି ମହାନଦୀର ଜଳ ପ୍ରବାହ । ଜଳ ପ୍ରବାହ କମୁଥିଲେ ବି ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି...
ଓଡିଶାପାଣିପାଗକାଲିଠୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତବାନୀmahabharatanewsAugust 17, 2022 by mahabharatanewsAugust 17, 20220191 ଭୁବନେଶ୍ୱର : ବନ୍ୟା ଭିତରେ ବିପଦ ଆଣିବ ଲଘୁଚାପ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ହେବା ଆଶଙ୍କା ଥିବା ବେଳେ ଚିନ୍ତା ବଢ଼ାଇଛି ଆଉ ଏକ ଲଘୁଚାପ । ଆସନ୍ତା...
ଓଡିଶାବିଶିଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ୍ ପଟ୍ଟନାୟକଙ୍କର ହୃଦ୍ଘାତରେ ପରଲୋକmahabharatanewsAugust 10, 2022 by mahabharatanewsAugust 10, 20220160 କଟକ: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ । କଟକ ସ୍ଥିିତ ସିଡ଼ିଏ-୯ ନମ୍ବର ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ବହୁ ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଛନ୍ତି। ଚଳଚ୍ଚିତ୍ର ବ୍ୟତୀତ...
ଓଡିଶାରାଜନୀତିଓଡିଶା ପାଇଁ ଅଚ୍ଛେଦିନ ଆସିଛି: ଶାହmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220194 ଦୁଇ ଦନିଆ ଓଡି଼ଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସିଛନ୍ତି । ରବିବାର ରାତିରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ...
ଓଡିଶାବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହାmahabharatanewsAugust 8, 2022 by mahabharatanewsAugust 8, 20220163 ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅମିତ ଅମିତ ଶାହ ।ଗତ ରାତିରେ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି ଶିବିର।ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର...
ଅପରାଧଓଡିଶାଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁmahabharatanewsJuly 29, 2022 by mahabharatanewsJuly 29, 20220180 କଟକ: ଆଠଗଡ ବନଖଣ୍ଡ ନରସିଂହପୁର ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି। ମୃତ ଦନ୍ତାହାତୀ ଦେହରେ ୫ଟି ଗୁଳି...
ଓଡିଶାରାଜନୀତିନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମmahabharatanewsJune 30, 2022 by mahabharatanewsJune 30, 20220187 କଟକ : ନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ । ପେଟାନାଳର ପୁନରୁଦ୍ଧାର ନେଇ କଟକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପ୍ରତିବାଦ କରିଛନ୍ତି । ପେଟାନାଳର ପୁନରୁଦ୍ଧାର ନହେଲେ...