ଓଡିଶାଖେଳଆଜିଠୁ ବାରବାଟୀ କାଉଣ୍ଟରରେ ଲିଲେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭmahabharatanewsSeptember 23, 2022 by mahabharatanewsSeptember 23, 20220176 କଟକ: ଆସନ୍ତା ୨୬ରୁ ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍। ଏଥି ପାଇଁ ଆଜି ସକାଳ ୧୦ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଅଫଲାଇନ କାଉଣ୍ଟରରେ ୮ହଜାର ୪୨୧ ଟି...
ଅପରାଧଓଡିଶାଗଞ୍ଜେଇ ଖୋଜିଲାବେଳେ ବାହାରିଲା ଏକ କୁଇଣ୍ଟାଲ ରୁପା ଇଟାmahabharatanewsSeptember 22, 2022 by mahabharatanewsSeptember 22, 20220257 କଟକ: ଗଞ୍ଜେଇ ଖୋଜୁ ଖୋଜୁ ବାହାରିଲା ମାଳ ମାଳ ରୁପା ଇଟା । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଟୋଲ୍ ଗେଟ୍ ନିକଟରେ । ସୂଚନାନୁସାରେ , ଗାଡ଼ିର ସିକ୍ରେଟ ଚାମ୍ବରରେ...
Accidentଓଡିଶାଦୁର୍ଘଟଣାପିଲା ସ୍କୁଲ ଯାଉଥିବା ବେଳେ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତmahabharatanewsSeptember 22, 2022 by mahabharatanewsSeptember 22, 20220181 କଟକ : ପିଲା ସ୍କୁଲ ଯାଉଥିବା ବେଳେ , ଗଛରେ ପିଟି ହେଲା ବସ୍। ଏଭଳି ଘଟିଛି କଟକ ସିଡିଏ-୮ ଅଭିମୁଖେ ଯାଉଥିବା ସମୟରେ । ବସ୍ରେ ପ୍ରାୟ ୩୦ ପିଲା ଥିବା ବେଳେ...
ଓଡିଶାକଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ପତି-ପତ୍ନୀmahabharatanewsSeptember 14, 2022September 14, 2022 by mahabharatanewsSeptember 14, 2022September 14, 20220171 କଟକ : ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅଦାଲତରେ ହାଜର ପରେ ଉଭୟ ବର୍ଷା ଓ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଛନ୍ତି...
ଓଡିଶାଦୁର୍ଘଟଣାବସ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତରmahabharatanewsSeptember 13, 2022 by mahabharatanewsSeptember 13, 20220186 ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ବସ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର। ଏଭଳି ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପଦ୍ମପୁର ବଜାର ନିକଟ ଜଗନ୍ନାଥ ବଜାରରେ। ଗତ ସଂଧ୍ୟାରେ...
ଅପରାଧଓଡିଶାକଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତmahabharatanewsSeptember 12, 2022September 12, 2022 by mahabharatanewsSeptember 12, 2022September 12, 20220189 କଟକ : ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ । ଏ ଘଟଣା ଘଟିଛି ପୁରୀଘାଟ ଥାନାରେ । ସେଠାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ...
ଓଡିଶାଶିକ୍ଷାପ୍ରକାଶ ପାଇଲା ଓସିଏସ ମେନ ଲିଖିତ ପରୀକ୍ଷା ଫଳmahabharatanewsSeptember 9, 2022 by mahabharatanewsSeptember 9, 20220151 ମୌଖିକ ପରୀକ୍ଷା ଲାଗି ୭୮୫ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ କଟକ: ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା ଫଳ (ଓସିଏସ)ର ମେନ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୌଖିକ ପରୀକ୍ଷା ଲାଗି ୭୮୫ ଜଣ...
ଅପରାଧଓଡିଶାବର୍ଷା ଓ ଅନୁଭବ ବିବାହ ବିଚ୍ଛେଦ ମାମଲାmahabharatanewsSeptember 9, 2022September 9, 2022 by mahabharatanewsSeptember 9, 2022September 9, 20220204 ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା କଲେ କୋର୍ଟ କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ନୂଆ ଟ୍ୱିଷ୍ଟ ଆସିଛି । ଉଭୟଙ୍କ...
ଅପରାଧଓଡିଶାଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାmahabharatanewsSeptember 8, 2022September 8, 2022 by mahabharatanewsSeptember 8, 2022September 8, 20220192 ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଓଡି଼ଶା ହାଇକୋର୍ଟଙ୍କ ପକ୍ଷରୁ ନିମ୍ନ ଅଦାଲତର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତା ଦେଶ ଜାରି କରିଛନ୍ତି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ...
ଅପରାଧଓଡିଶାପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟାmahabharatanewsSeptember 2, 2022 by mahabharatanewsSeptember 2, 20220192 ସରକାରୀ ବାସଭବନରୁ ମିଳିଲା ମୃତଦେହ କଟକ: ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। ତେବେ କଟକର ସିଡିଏ ସେକ୍ଟର -୯ ସ୍ଥିତ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା...