ଓଡିଶାନୂଆ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିସ୍mahabharatanewsNovember 3, 2023 by mahabharatanewsNovember 3, 20230127 (କଟକ) : ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିସ୍ ହୋଇଛି । ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ନାମ ସୁପାରିସ୍ କରିଛି କଲେଜିୟମ୍ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ...
ଓଡିଶା ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା; ୩୦ରୁ ପଞ୍ଜିକରଣ mahabharatanewsOctober 27, 2023 by mahabharatanewsOctober 27, 20230156 (କଟକ) : ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା । ବର୍ଗଫୁଟ...
ଓଡିଶାକଟକରେ ଭସାଣ ବେଳେ ଯାନବହାନ ଚଳାଚଳ ଉପରେ ବାରଣmahabharatanewsOctober 24, 2023 by mahabharatanewsOctober 24, 20230169 କଟକ: ଭସାଣ ସମୟରେ ଚାଲିବନି ଯାନବାହନ । କଟକରେ ଦୁର୍ଗା ପୂଜା ଭସାଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଭସାଣ ସମୟରେ ସହରର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ...
ଓଡିଶାଜାକ ଜମକ ଲାଇଟ ସାଙ୍ଗକୁ ତୋରଣର ସାଜସଜାରେ ଜମୁଛି କଟକର ଦୂର୍ଗା ପୂଜା ମଣ୍ଡପmahabharatanewsOctober 23, 2023 by mahabharatanewsOctober 23, 20230137 କଟକ: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ପାପି ମାନଙ୍କୁ ବିନାଶ କରିବାକୁ ପୃଥିବୀ ପୃଷ୍ଟକୁ ଆସିଥାନ୍ତି ମା’ । ଗାଁ ଠୁ ସହର ଚାରିଆଡେ ଚାଲିଛି ମା’ଙ୍କ ପୂଜା । ଉତ୍ସବ...
ଓଡିଶାନଭେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାmahabharatanewsOctober 14, 2023 by mahabharatanewsOctober 14, 20230147 (କଟକ) : ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା । କଟକ...
ଓଡିଶାଆସୁଛି ଧର୍ମ ମାସ, ବାବା ଧବଳେଶ୍ଵରଙ୍କୁ ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ mahabharatanewsOctober 13, 2023 by mahabharatanewsOctober 13, 20230144 (କଟକ) : ଆସୁଛି କାର୍ତ୍ତିକ ମାସ । ଯେଉଁଠି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁକ ବ୍ରତ ଓ ବଡ଼ ଓଷା ପାଇଁ ଆଠଗଡ଼ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ଲାଗିଥାଏ ଏଥିନିମନ୍ତେ କଟକ...
ଓଡିଶାଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ mahabharatanewsSeptember 30, 2023 by mahabharatanewsSeptember 30, 20230162 (କଟକ) : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବାର ୪ ତାରିଖରେ ସେ ହାଇକୋର୍ଟର...
ଓଡିଶାଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ mahabharatanewsSeptember 29, 2023 by mahabharatanewsSeptember 29, 20230140 (କଟକ) : ହୁ ହୁ ହୋଇ ଜଳିଗଲା ଲୁଗା ଦୋକାନ । କଟକ ଚୌଧୁରୀ ବଜାରରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇଛି । ଫଳରେ ଦୋକାନରେ...
ଓଡିଶାପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ mahabharatanewsSeptember 27, 2023 by mahabharatanewsSeptember 27, 20230193 (କଟକ) : କଟକ ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଚଳିତ ବର୍ଷ ଦୂର୍ଗା ପୂଜା ଓ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ...
ଓଡିଶାଆଜି ଉଦଘାଟନ ହେବ କଟକ ନେତାଜୀ ବସ୍ ଟର୍ମିନାଲ୍mahabharatanewsSeptember 16, 2023 by mahabharatanewsSeptember 16, 20230136 (କଟକ) : ଆଜି ଲୋକାର୍ପଣ ହେବ କଟକ ନେତାଜୀ ବସ୍ ଟର୍ମିନାଲ୍ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ .୩୦ ସମୟରେ କଟକ ଆସି ଉଦଘାଟନ କରିବେ ।...