ଓଡିଶାଆସୁଛନ୍ତି ମା ; କଟକରେ ନିଶା ମୁକ୍ତ ସହ DJ ମୁକ୍ତ mahabharatanewsSeptember 11, 2023September 11, 2023 by mahabharatanewsSeptember 11, 2023September 11, 20230108 (କଟକ) : ଆସୁଛନ୍ତି ମା । ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲାଣି ସଜବାଜ । କଟକ ସହରର ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବାକୁ ଏଥର ନିଆଯାଇଛି ନିଷ୍ପତ୍ତି । ଏଥର ପୂଜାରୁ ନିଶା ମୁକ୍ତ ଓ...
ଓଡିଶା୧୬ରୁ କାର୍ଯ୍ୟକ୍ଷମ ହେବ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ mahabharatanewsSeptember 8, 2023 by mahabharatanewsSeptember 8, 20230115 (କଟକ) : ଚଳିତ ମାସ ୧୬ରୁ କାର୍ଯ୍ୟକ୍ଷମ ହେବ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବସ୍ ଟର୍ମିନାଲକୁ ଉଦ୍ଘାଟନ କରିବା ନେଇ କଟକ ମେୟର...
ଓଡିଶାଶପଥ ଗ୍ରହଣ କଲେ ଦୁଇ ନୂତନ ବିଚାରପତିmahabharatanewsSeptember 5, 2023 by mahabharatanewsSeptember 5, 20230128 (କଟକ) : ଶପଥ ଗ୍ରହଣ କଲେ ଓଡ଼ିଶା ହାଇକୋର୍ଟର ଦୁଇ ନୂତନ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଶପଥପାଠ କରାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର। ସୂଚନାନୁଯାୟୀ , ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ୨୦୨୩ ଅଗଷ୍ଟ ୧୭ରେ ହାଇକୋର୍ଟର ବିଚାରପତି...
ଓଡିଶାସୌରୀନଙ୍କ ଜାମିନ ଆବେଦନ ଖାରଜ mahabharatanewsAugust 30, 2023 by mahabharatanewsAugust 30, 2023090 (କଟକ) : ସୌରୀନଙ୍କ ଜାମିନ ଆବେଦନ ଖାରଜ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ସେ ଗିରଫ ହୋଇପାରନ୍ତି । ପ୍ରାଥମିକ ତଦନ୍ତ ଓ ପୀଡ଼ିତାଙ୍କ ବୟାନରୁ ସତ୍ୟାସତ୍ୟ ସାମ୍ନାକୁ ଆସିଛି ।...
ଓଡିଶାପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ mahabharatanewsAugust 11, 2023 by mahabharatanewsAugust 11, 20230131 (କଟକ) : ପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ । ୬୦ ବର୍ଷ ବୟସରେ କଟକର ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ଅସୁସ୍ଥତା ହୋଇ ଆସୁଥିଲେ । କଟକର...
ଓଡିଶାଶୁଭଲକ୍ଷ୍ମୀ ସସପେନ୍ସ ; ସାମ୍ନାକୁ ଆସିଲା ବ୍ୟବଛେଦ ରିପୋର୍ଟ mahabharatanewsAugust 8, 2023 by mahabharatanewsAugust 8, 20230117 (କଟକ) : କଟକ ରୋଡ୍ ହୋଟେଲ ଦୀପାଳୀ ଇଣ୍ଟରନାସନାଲ୍ ରେ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ସସପେନ୍ସ ବଢିବାରେ ଲାଗିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ସସପେଏନ୍ସ । ଏ ସମୟରେ ପୋଲିସ୍ କୁ ମିଳିଛି ପ୍ରାଥମିକ ବ୍ୟବଛେଦ ରିପୋର୍ଟ । ଶରୀରର କିଛି ଅଂଶ ପଚି ଯାଇଥିଲା । ସୂଚନାନୁଯାୟୀ , ଘଟଣା ପୂର୍ବଦିନ ରାତି ସାଢେ ୩ଟାରେ ଶୁଭଲକ୍ଷ୍ମୀ ହୋଟେଲରେ ଚେକ୍ ଇନ୍ କରିଥିବା କହୁଛନ୍ତି ହୋଟେଲ କର୍ମଚାରୀ । କିନ୍ତୁ ପୋଷ୍ଟମର୍ଟମ...
ଓଡିଶାଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ରmahabharatanewsAugust 8, 2023 by mahabharatanewsAugust 8, 20230140 (କଟକ) : ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି । ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ...
ଓଡିଶାଅସଦାଚରଣ ମାମଲା; ସୌରୀନ ଓ ସମ୍ପୃକ୍ତ ଯୁବତୀ ଦୁଇ ବନ୍ଧୁ mahabharatanewsAugust 7, 2023August 7, 2023 by mahabharatanewsAugust 7, 2023August 7, 20230134 (କଟକ) : କଟକ ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଜନୈକ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ଥାନାରେ ହାଜର ହେବା ପୂର୍ବରୁ ସୌରିନ...
ଓଡିଶାଡେଙ୍ଗୁ ଆତଙ୍କ; ସର୍ବାଧିକ କଟକରୁ ୫୦ ଚିହ୍ନଟmahabharatanewsAugust 5, 2023 by mahabharatanewsAugust 5, 20230116 (କଟକ) : ଦିନକୁ ଦିନ ମୁଣ୍ଡ ଟେକିବା ଆରମ୍ଭ କଲାଣି ଡେଙ୍ଗୁ ଆତଙ୍କ । ଏହାରି ଭିତରେ ଭୁବନେଶ୍ୱର ପରେ କଟକରେ ଡେଙ୍ଗୁ ନେଇଛି ପ୍ରଥମ ମୁଣ୍ଡ। ମୋଟ ୧୨୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ସର୍ବାଧିକ କଟକରୁ...
ଓଡିଶାଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର mahabharatanewsJuly 20, 2023July 20, 2023 by mahabharatanewsJuly 20, 2023July 20, 20230113 (କଟକ) : ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର...