ଓଡିଶାବହଳଦା ବ୍ଲକରୁ ଉଦ୍ଧାର ହେଲା ଗୁପ୍ତଚର ପାରା, ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀmahabharatanewsApril 22, 2023 by mahabharatanewsApril 22, 20230141 ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ତଥା ତିରିଂ ଥାନା ଅନ୍ତର୍ଗତ ସୁରଦା-ଯଶିପୁର ଗ୍ରାମରୁ ସନ୍ଦେହ ଜନକ ଗୁପ୍ତଚର ପାରା ଉଦ୍ଧାର ହୋଇଛି। ସେହି ପାରାଟିକୁ ଝରାଡିହି ଫାଣ୍ଡିରେ...