bharatଭାରତରାଜନୀତିସରକାରଙ୍କୁ କଡା ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ ।mahabharatanewsJuly 20, 2026 by mahabharatanewsJuly 20, 2026029 ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରରେ ଦୀର୍ଘ ଦିନ ଧରି ଅମରଣ ଅନଶନରେ ବସିଥିବା ଯୁବକ ଯୁବତୀଙ୍କ ଉପରେ ଆଜି ପ୍ରଶାସନ ପକ୍ଷରୁ କଡା ବିରୋଧ କରାଯାଇଛି । ଅନ୍ୟପଟେ ସଂସଦରେ ଆଜିଠାରୁ ଆରମ୍ଭ ହୋଇଥଇବା ମୌସୁମୀ...
ଓଡିଶାତାଳଚେରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନmahabharatanewsJune 27, 2026 by mahabharatanewsJune 27, 2026016 ତାଳଚେର ମାଟିର ଲଢ଼ୁଆ ପୁଅ, ଉଜ୍ଵଳାମ୍ୟାନ ତଥା ଭାରତ ସରକାରଙ୍କ ବରିଷ୍ଠ ବିଜେପି ନେତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ଼. ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ତାଳଚେରର ହାଟତୋଟା ସ୍ଥିତ...
ଓଡିଶାଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିରmahabharatanewsJune 26, 2026June 26, 2026 by mahabharatanewsJune 26, 2026June 26, 2026020 କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମଦିନ ଅବସରରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଥିବା ରକ୍ତ ଭଣ୍ଡାରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି। ଜିଲ୍ଲା ବିଜେପି...
ଦେଶ ବିଦେଶଶିକ୍ଷାକମ୍ପ୍ୟୁଟର ଆଧାରିତ ହେବ ନିଟ୍ ପରୀକ୍ଷାmahabharatanewsMay 15, 2026 by mahabharatanewsMay 15, 2026030 କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷରୁ NEET UG ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ପରୀକ୍ଷାରେ ହୋଇଥିବା ଅନିୟମିତତା ଉପରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ...
ଓଡିଶାରାଜନୀତିମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀmahabharatanewsDecember 22, 2025 by mahabharatanewsDecember 22, 2025052 କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି)ର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି ।...
ଓଡିଶାଚାଷୀ ଆନ୍ଦୋଳନ ଓ ସମସ୍ୟା ନେଇ ମୋହନଙ୍କ ସହ କଥାହେଲେ ଧର୍ମେନ୍ଦ୍ରmahabharatanewsDecember 12, 2025 by mahabharatanewsDecember 12, 2025053 ରାଜ୍ୟର ଚାଷୀକୂଳ ଅନେକ ଗୁଡିଏ ସମସ୍ୟା ଦେଇ ଗତି କରୁଥିବାବେଳେ ଏ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାରଣ ରାଜ୍ୟରେ...
ଓଡିଶାଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପmahabharatanewsNovember 26, 2025 by mahabharatanewsNovember 26, 2025056 କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର । ଓଡିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ...
ଓଡିଶାରାଜନୀତିଦୁଇଟି ନୂଆ ବିଲ୍ଡିଂର ହେଲା ଉଦଘାଟନmahabharatanewsAugust 20, 2021 by mahabharatanewsAugust 20, 20210214 ଭୁବନେଶ୍ୱର: ଆଜି ଆଇଆଇଟି ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଠରେ ଦୁଇଟି ନୂଆ ବିଲ୍ଡିଂର ସେ ଉଦଘାଟନ କରିଛନ୍ତି । ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳୀ ଲେକ୍ଚର ହଲ କମ୍ପଲେକ୍ସ...