ଓଡିଶା

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମଦିନ ଅବସରରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଥିବା ରକ୍ତ ଭଣ୍ଡାରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିର ରେ ପୂର୍ବତନ ନଗରପାଳ ସୁନିଲ୍ ଶର୍ମା,ସନାତନ ବେହେରା, ସତ୍ୟରଞ୍ଜନ ଭୁୟାଁ ,ସରୋଜ ପଟ୍ଟନାୟକ, ରୋମ୍ୟରଞ୍ଜର ମହାପାତ୍ର, ସଙ୍କଳ୍ପ ଦାସ ଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ରହିଥିଲେ।କେନ୍ଦ୍ର ମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ଅନେକ ଯୁବଗୋଷ୍ଠୀ, ଶୁଭେଚ୍ଛୁ ତାଙ୍କର ମଙ୍ଗଳ ତଥା ଦୀର୍ଘାୟୁ କାମନା କରିବା ସହ  ରକ୍ତଦାନ କରିଥିଲେ।

Related posts

ଅସହ୍ୟ ତାତି : ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ପାରଦ

mahabharatanews

ଆଜି ମଧ୍ୟ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ: କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୦୨, ସ୍ଥାନୀୟ ସଂକ୍ରମିତ ୫୦୧

mahabharatanews

ରାଉରକେଲାରୁ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ…

mahabharatanews