ବିଶ୍ୱରାଜନୀତିପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରିmahabharatanewsFebruary 9, 2024February 9, 2024 by mahabharatanewsFebruary 9, 2024February 9, 20240132 ପାକିସ୍ତାନରେ ଚାଲିଥିଲା ସାଧାରଣ ନିର୍ବାଚନ । ଏବେ ଜାରି ରହିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ରହିଛି ବୋଲି ସୂଚନା ରହିଛି । ଇମ୍ରାନଙ୍କ ଦଳ ପାକିସ୍ତାନ...
ଭାରତଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ତାରିଖ ଘୋଷଣା, ଏପ୍ରିଲ ୨୬ ରେ ଅନୁଷ୍ଠିତmahabharatanewsApril 10, 2023 by mahabharatanewsApril 10, 20230170 ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ଏପ୍ରିଲ ୨୬ ରେ ଅନୁଷ୍ଠିତ ହେବ। ଏପ୍ରିଲ ୧୨ ରୁ ଏପ୍ରିଲ ୧୮ ପର୍ୟ୍ୟନ୍ତ...
ବିଶ୍ୱଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପmahabharatanewsApril 8, 2023 by mahabharatanewsApril 8, 20230139 ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିବା ପରେ ଏପରି ଆଶା କରାଯାଉଛି ।...
ରାଜନୀତିପଦ୍ମପୁର ଉପନିର୍ବାଚନ ପ୍ରଚାରରେ ହେବ ଟୋକା ଲଢେଇmahabharatanewsNovember 14, 2022 by mahabharatanewsNovember 14, 20220155 ପଦ୍ମପୁର/ହରପ୍ରସାଦ ବିଶୋୟୀ: ବିଜେଡିର ରୁଦ୍ର ବନାମ ବିଜେପିର ସୂର୍ୟ୍ୟ ପଦ୍ମପୁର ଉପନିର୍ବାଚନ ଏଥର ବିଭିନ୍ନ ଦୃଷ୍ଟିରୁ ନିଆରା ହେବ। କାରଣ ଏଥର ଏହି ନିର୍ବାଚନ ଯୁଦ୍ଧରେ ଦୁଇ ଟୋକା ମଧ୍ୟରେ ହେବ ଲଢେଇ। ସେମାନେ...
bharatଓଡିଶାଭାରତରାଜନୀତିଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବmahabharatanewsNovember 12, 2022 by mahabharatanewsNovember 12, 20220141 ଶିମିଲା : ହିମାଚଳରେ ଚାଲିଛି ନିର୍ବାଚନି ମାହୋଲ । ଆଉ ଆରମ୍ଭ ହୋଇଛି ମତଦାନ । ଆଜି ସକାଳ ୮ଟାରେ ମତଦାନ ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଥିବା ବେଳେ ଏହା...
ଓଡିଶାରାଜନୀତିବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀmahabharatanewsNovember 11, 2022 by mahabharatanewsNovember 11, 20220147 ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ହିମାଚଳପ୍ରଦେଶ ରେ ଖୋଲାଖୋଲି ଭାବେ ଏକ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ସେ ହିମାଚଳ ପ୍ରଦେଶବାସୀଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି ଯେ ‘ଡବଲ୍...
ଓଡିଶାରାଜନୀତିସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଲା ବିଜେଡିmahabharatanewsNovember 9, 2022 by mahabharatanewsNovember 9, 20220154 ବରଗଡ଼: ପଦ୍ମପୁର ଉପନର୍ବାଚନ ଉପରେ ଏବେ ସଭିଙ୍କ ନଜର । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଏବେ ଅଣ୍ଟା ଭିଡିଲେଣି ସମସ୍ତ ଦଳ ।...
ଓଡିଶାରାଜନୀତିପ୍ରସନ୍ନ ଆଚାର୍ଯ୍ୟ ନେଲେ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵmahabharatanewsNovember 8, 2022 by mahabharatanewsNovember 8, 20220164 ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେଡି ପରାଜୟ ପରେ ଅଧିକ ସତର୍କ ହୋଇଥିବା ଜଣାପଡିଛି । ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି ବିଜେଡି ।...
bharatଭାରତରାଜନୀତିଖଡଗେ ୨ ଦିନିଆ ହିମାଚଳ ଗସ୍ତରେmahabharatanewsNovember 8, 2022 by mahabharatanewsNovember 8, 20220166 ସିମିଲା : ଉଠୁଛି ପଡୁଛି ହିମାଚଳ ପ୍ରଦେଶ ନିର୍ବାଚନ ମଇଦାନ । ସେଥିଲାଗି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ୨ ଦିନିଆ ହିମାଚଳ ଗସ୍ତରେ ଯିବେ । ରାଜ୍ୟର ପ୍ରମୁଖ ସ୍ଥାନର ନିର୍ବାଚନୀ ରାଲିରେ...
ଭାରତଜୁନ୍ ୧୩ ତାରିଖରେ ହେବ ରାଜ୍ୟସଭା ଉପନିର୍ବାଚନmahabharatanewsMay 13, 2022 by mahabharatanewsMay 13, 20220181 ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂ ପଦ ଛାଡିବା ପରେ ଏହି ଉପନିର୍ବାଚନ ହେବ । ଜୁନ୍ ୧୩ ତାରିଖରେ ହେବ ଉପନିର୍ବାଚନ । ମେ ୨୬ରେ...