ଓଡିଶାଶିକ୍ଷାCAPF କନଷ୍ଟେବଲ ପାଇଁ ହେବ ଆଞ୍ଚଳିକ ଭାଷାରେ ପରୀକ୍ଷାmahabharatanewsApril 15, 2023 by mahabharatanewsApril 15, 20230136 ଭୁବନେଶ୍ୱର: ଓଡ଼ିଆରେ CAPF କନଷ୍ଟେବଲ ପରୀକ୍ଷା ଦେଇପାରିବେ ପରିକ୍ଷାର୍ଥୀ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଶା ଭାଷା ରହିବ ବୋଲିଗୃହ ମନ୍ତ୍ରଣାଳୟ ମଞ୍ଜରି କରିଛି । କେନ୍ଦ୍ର...
ଭାରତଘୁଞ୍ଚିବନି ନିଟ ପିଜି ପରୀକ୍ଷା: ସୁପ୍ରିମକୋର୍ଟmahabharatanewsMay 13, 2022 by mahabharatanewsMay 13, 20220193 ନୂଆଦିଲ୍ଲୀ: ଘୁଞ୍ଚିବନି ନିଟ ପିଜି ପରୀକ୍ଷା। ପରୀକ୍ଷା ଘୁଞ୍ଚାଇବା ନେଇ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବ ନିର୍ଦ୍ଧାରିତ ତାରିଖ ମେ ୨୧ ରେ ଏହି ସର୍ବଭାରତୀୟ ପରୀକ୍ଷା ହେବା ନେଇ ଧାର୍ଯ୍ୟ...
ଓଡିଶାମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ ସାମାନ୍ୟ ପରିବର୍ତ୍ତନmahabharatanewsApril 27, 2022 by mahabharatanewsApril 27, 20220285 ଭୁବନେଶ୍ୱର : ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ହିଟ୍ ୱେଭ୍ କାରଣରୁ ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ କିଛି ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି...
ଓଡିଶାସିବିଏସ୍ଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭmahabharatanewsApril 26, 2022 by mahabharatanewsApril 26, 20220235 (ଭୁବନେଶ୍ୱର) : ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭ । ସାରା ଦେଶ ଓ ବିଦେଶରେ ଅନୁମୋଦିତ ସ୍କୁଲ୍ରେ ଦଶମରେ ସମୁଦାୟ ୨୧ ଲକ୍ଷ ୧୬ ହଜାର ୨୦୯ ଜଣ...
ଓଡିଶାଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷାmahabharatanewsMarch 17, 2022 by mahabharatanewsMarch 17, 20220136 ଭୁବନେଶ୍ୱର: +୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା...
ଓଡିଶାମାର୍ଚ୍ଚ ୨୨ରୁ ୨୪ ପରୀକ୍ଷା ବନ୍ଦmahabharatanewsMarch 8, 2022 by mahabharatanewsMarch 8, 20220246 ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ପରୀକ୍ଷା ବନ୍ଦ ରହିବ । ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହେବାକୁ ଥିବା ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି...