ଓଡିଶାଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ !mahabharatanewsMay 17, 2022 by mahabharatanewsMay 17, 20220362 ଗଞ୍ଜାମ: ଛୁଟି ନ ମିଳିବାରୁ ଆତ୍ମହତ୍ୟା ! ସୁଇସାଇଡ ନୋଟରେ ଲେଖା ହୋଇଥିଲା ଏମିତି କିଛି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବର୍ଷେ ହେବ ଛୁଟି ନ ମିଳିବାରୁ ଆତ୍ମହତ୍ୟା କରିଛନ୍ତି...
ଓଡିଶାତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କାmahabharatanewsApril 10, 2022 by mahabharatanewsApril 10, 20220336 ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା । ଏଥିରେ ଟ୍ରକ ଡ୍ରାଇଭର ଗୁରୁତର ଆହାତ ହୋଇଥିବା...
ଓଡିଶାଉନ୍ନତ କାର୍ଯ୍ୟ ପାଇଁ ବ୍ଲକ କର୍ମଚାରୀଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତmahabharatanewsApril 6, 2022April 6, 2022 by mahabharatanewsApril 6, 2022April 6, 20220281 ଗଞ୍ଜାମ : ବେଗୁନିଆପଡା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନ ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କର୍ମଚାରୀଙ୍କୁ ଉତ୍ସାହିତ କରିବା ଏବଂ ଉନ୍ନତ କାର୍ଯ୍ୟ କରିବା ପାଇଁ...
ଅପରାଧଓଡିଶାରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣାmahabharatanewsMarch 30, 2022March 31, 2022 by mahabharatanewsMarch 30, 2022March 31, 20220311 ଗଞ୍ଜାମ: ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଟାଣି ହୋଇ ଯାଉଛି। ଏହି ସମୟରେ ଘଟଣାର ପ୍ରକୃତ ତଦନ୍ତ...
ଓଡିଶାକରୋନା କଟକଣା ଭିତରେ ପାଳିତ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବmahabharatanewsMarch 17, 2022March 17, 2022 by mahabharatanewsMarch 17, 2022March 17, 20220256 ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ପୀଠରେ ଚଳିତ ମାସ ୨୨,୨୯ ଏବଂ ଆସନ୍ତା ଏପ୍ରିଲ ମାସ ୫ ଏବଂ ୧୨ ତାରିଖ ଦିନ ପାଳିତ ହେବାକୁ ଥିବା ଚୈତ୍ର ପର୍ବ...
ଓଡିଶାପୁଣି ଏକା ଏକା ଡିମ୍ପଲ mahabharatanewsDecember 10, 2021December 10, 2021 by mahabharatanewsDecember 10, 2021December 10, 20210191 ବ୍ରହ୍ମପୁର: ଡିମ୍ପଲଙ୍କୁ ଛାଡି ଚାଲିଗଲେ ସ୍ୱାମୀ ସୁମିତ । ଭଡା ଘରେ ୭ ଦିନ ଏକାଠି ରହିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଫାଙ୍କି ଦେଲେ ସୁମିତ । ଡିମ୍ପଲଙ୍କୁ ଏକା କରି ସେ ଛୁ...
ଓଡିଶାଶିକାର କରୁ କରୁ ଫୁଟିଲା ଗୁଳି, ଶିକାରୀ ଗୁରୁତରmahabharatanewsSeptember 21, 2021 by mahabharatanewsSeptember 21, 20210185 ଭଞ୍ଜନଗର: ଗଞ୍ଜାମ ଜିଲ୍ଳା ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାରହା ଶିକାର କରିବାକୁ ଯାଇ ଫସିଗଲେ ଶିକାରୀ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଭଞ୍ଜନଗର ଥାନା...
ଓଡିଶାମାଛ ଧରିବା ପାଇଁ ଭୁଲିଗଲେ କଟକଣାmahabharatanewsSeptember 16, 2021 by mahabharatanewsSeptember 16, 20210237 ହିଞ୍ଜିଳି (ରଜନୀ କାନ୍ତ ପାତ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରକୋପ କମିଯାଇଥିଲେ ସୁଦ୍ଧା ଜଳପତ୍ତନ ବୃଦ୍ଧି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନଦୀ ବା ସମୁଦ୍ରକୁ ଯିବା...
ଅପରାଧଚୋରୀ କରି ଗିରଫ ହେଲେ ୯ ଅଭିଯୁକ୍ତ; ୨ ମହିଳା ସାମିଲmahabharatanewsSeptember 6, 2021 by mahabharatanewsSeptember 6, 20210215 ସାନଖେମୁଣ୍ଡି: ଘରେ କେହି ନଥିବାର ଫାଇଦା ଉଠାଇ ସୁନାଗହଣା ଏବଂ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କ...
ଅପରାଧପେଟ୍ରୋଲିଂ ବେଳେ ଧରାପଡିଲା ଗଞ୍ଜେଇ; ଦୁଇ ଗିରଫmahabharatanewsSeptember 6, 2021September 6, 2021 by mahabharatanewsSeptember 6, 2021September 6, 20210179 ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲାରୁ ପୋଲିସ ଜବତ କରିଛି ବିପୁଳ ପରିମାଣର ଗଞ୍ଜେଇ । ପେଟ୍ରୋଲିଂ କରୁଥିବା ସମୟରେ ଏହି ଗଞ୍ଜେିି ଜବତ କରିବା ସହ ଦୁଇ ଜଣଙ୍କୁ ଗିରପ କରି ପୋଲିସ କୋର୍ଟ ଚାଲାଣ...