ଓଡିଶାରେଳପଥ ଲୋକାର୍ପଣ କଲେ ସାଂସଦmahabharatanewsNovember 15, 2022 by mahabharatanewsNovember 15, 20220215 ବାଲେଶ୍ବର : ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ଏକ ପ୍ରମୁଖ ରେଳ ଷ୍ଟେସନ ହେଉଛି । ଜଳେଶ୍ୱର ଷ୍ଟେସନ ପରିସରରେ ପ୍ଲାଟଫର୍ମ ନଂ-୧ ,୨ ଓ ୩ ରେ ୭୦ଲକ୍ଷ ଟଙ୍କା ବ୍ୟୟରେ...
ଓଡିଶାନେସନାଲ ଲିଗାଲ ସର୍ଭିସ ଦିବସ ପାଳିତmahabharatanewsNovember 10, 2022November 10, 2022 by mahabharatanewsNovember 10, 2022November 10, 20220130 ଜଳେଶ୍ଵର / ଅଜିତ୍ କୁମାର ସାହୁ : ଆଜି ନେସନାଲ ଲିଗାଲ ସର୍ଭିସ ଦିବସ ଉପଲକ୍ଷେ, ବସ୍ତା ଡାକବଙ୍ଗଳା ସଭାଗୃହରେ ଆଜି ନେସନାଲ ଲିଗାଲ ସର୍ଭିସ ଦିବସ ପାଳିତ ହୋଇ ଯାଇଅଛି। ଏହି କାର୍ୟ୍ୟକ୍ରମରେ...
ଅପରାଧଓଡିଶାଜେରକ୍ସ ଦୋକାନରେ ମିଳୁଛି ବେସଲାଇନ୍ ପରୀକ୍ଷା ପ୍ରଶ୍ନପତ୍ରmahabharatanewsSeptember 29, 2022 by mahabharatanewsSeptember 29, 20220197 (ବସ୍ତା/ ଅଜିତ କୁମାର ସାହୁ): ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ। ଶିକ୍ଷା ବ୍ୟବସ୍ଥା ଉପରେ ଦେଶର ଭବିଷ୍ୟତ ନିର୍ଭର କରିଥାଏ। ସରକାର ଓ ଶିକ୍ଷାବିଭାଗ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କୋଟିକୋଟି ଟଙ୍କା ସାରି...
ଓଡିଶାସରକାରୀ ସହାୟତା ପରେ ହିଁ ବୃକ୍ଷରୋପଣ ସମ୍ଭବmahabharatanewsSeptember 27, 2022 by mahabharatanewsSeptember 27, 20220149 ବାଲେଶ୍ଵର/ ଅଜିତ କୁମାର ସାହୁ : ବୃକ୍ଷ ହିଁ ଜୀବନ। ବୃକ୍ଷ ନଥିଲେ ଜୀବସତ୍ତା ରହିବ ନାହିଁ। ଏକ ସୁସ୍ଥ ସମାଜ ଓ ସନ୍ତୁଳିତ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ଯେ କେତେ ରହିଛି,...
ଓଡିଶାସରପଞ୍ଚଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସାmahabharatanewsSeptember 10, 2022 by mahabharatanewsSeptember 10, 20220145 କଚ୍ଚା ରାସ୍ତାକୁ ପକ୍କା କଲେ ଜଳେଶ୍ୱର:ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। କାରଣ ଗାଁରେ ଥିବା କଚ୍ଚା ରାସ୍ତାକୁ ସରପଞ୍ଚ ଜଣଙ୍କ ପକ୍କା ରାସ୍ତାରେ ପରିଣତ କରିଛନ୍ତି। ଏହାଛଡା ରାସ୍ତା...
ଓଡିଶାଦୁର୍ଘଟଣାଟ୍ରକ ପଛକୁ ଧକ୍କା ଦେଇ, ଡମ୍ପର ଚାଳକ ଗୁରୁତରmahabharatanewsSeptember 10, 2022 by mahabharatanewsSeptember 10, 20220159 (ଅଜିତ କୁମାର ସାହୁ /ଜଳେଶ୍ଵର): 60 ନମ୍ବର ଜାତୀୟ ରାଜପଥ, ବସ୍ତା ଥାନା ଜୁଣ ବଳଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଳେଶ୍ଵରରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଡମ୍ପରଟି, ଯୁଣବଳଦା ନିକଟେ ଛିଡା...
ଓଡିଶାଜମି ବିକ୍ରି କରି ଜଗାକୁ ୨୦ ଲକ୍ଷଟଙ୍କା ଦାନmahabharatanewsMay 16, 2022May 16, 2022 by mahabharatanewsMay 16, 2022May 16, 20220171 (ଅଜିତ କୁମାର ସାହୁ/ଜଳେଶ୍ଵର): ଠାକୁରଙ୍କ ସମ୍ପତି ହେଉ କିମ୍ବା ସରକାରଙ୍କ ସମ୍ପତି ଦଖଲ କରିବା କିମ୍ବା ଚଞ୍ଚକତା କରି ହଡ଼ପ କରି ଭୋଗ ଦଖଲ କରିବା ନିଶ୍ଚିତ ଶୁଣିଥିବେ। ତେବେ ଜମି ବିକ୍ରି କରି...
ଓଡିଶା ଟ୍ରଲିରେ ବୁହା ହେଲା ମୃତ ଶରୀରmahabharatanewsApril 18, 2022 by mahabharatanewsApril 18, 20220241 (ଅଜିତ କୁମାର ସାହୁ/ଜଳେଶ୍ୱର ): ପୁଣି ଶବ କୁ ଅସମ୍ମାନ, ଟ୍ରଲି ରେ ବୁହା ହେଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ। ପ୍ରାପ୍ତ ସୁଚୁନା ମୁତାବକ...
ଓଡିଶାମା’ ଭଗବତୀଙ୍କ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛିmahabharatanewsApril 13, 2022April 13, 2022 by mahabharatanewsApril 13, 2022April 13, 20220246 ଜଳେଶ୍ୱର : ବସ୍ତା ବ୍ଲକ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ବସନ୍ତପୁର ଗ୍ରାମରେ ଗତ ତିନି ଦିନ ଧରି ଚାଲିଥିବା ଭଗବତୀ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି। ବସନ୍ତପୁର ଗ୍ରାମ ମହାଦେବ ମନ୍ଦିର ପ୍ରାଙ୍ଗଣରେ...