ଭାରତପାର୍ବଣ ସମୟରେ ସତର୍କ ରହିବାକୁ ମୋଦିଙ୍କ ବାର୍ତ୍ତାmahabharatanewsOctober 22, 2021 by mahabharatanewsOctober 22, 20210167 ନୂଆଦିଲ୍ଲୀ: ଚାଲିଛି ପାର୍ବଣର ଋତୁ । ଏହି ସମୟରେ ସତର୍କ ରହିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ମୋଦିଜି ସତର୍କ ବାଣୀ କରିଛନ୍ତି...
ଭାରତକର୍କଟ ରୋଗରେ ଚାଲିଗଲେ କମଲା ଭାସିନmahabharatanewsSeptember 25, 2021 by mahabharatanewsSeptember 25, 20210157 (ରିପୋଟର୍ସ ଟୁଡେ) ; ଆରପାରିରେ ଜଣାଶୁଣା ସମାଜସେବି କମଲା ଭାସନି । ସବୁବେଳେ ମହିଳାଙ୍କ ଉର୍ନ୍ନତି ଏବଂ ମହିଳାଙ୍କ ପାଇଁ ଆବାଜ ଉଠାଉଥିବା ସମାଜ ସେବୀ ତଥା କବି କମଲା ଭାସିନଙ୍କ ଆଜି ଦେହାନ୍ତ...
ଓଡିଶାପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭmahabharatanewsSeptember 23, 2021 by mahabharatanewsSeptember 23, 20210234 (ଜୟନ୍ତ କୁମାର ସେଠୀ) ; ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଦ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର...
ଓଡିଶାଝିଅ ପାଇଁ ବାପା ପାଇଲା ନୂଆ ଜୀବନmahabharatanewsSeptember 23, 2021 by mahabharatanewsSeptember 23, 20210140 (କଳାହାଣ୍ଡି) ; ଝିଅ ପାଇଁ ବାପା ପାଇଲା ନୂଆ ଜୀବନ । ନୀଜ ସନ୍ତାନ ପାଇଁ ପିତା ମାତ ।କେତେ ଯେ ଦଃୁଖ କଷ୍ଟ ସହି ସନ୍ତାନଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି...
ଅପରାଧଓଡିଶାଦୁର୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣmahabharatanewsSeptember 22, 2021 by mahabharatanewsSeptember 22, 20210172 (ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ଦୁର୍ଦାନ୍ତ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ୟ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏସପି ସୁନୀଲ...
ଅପରାଧଓଡିଶାୟୂୁଟ୍ୟୁବରେ ଅଶ୍ଲୀଳ ପୋଷ୍ଟ ପଡିଲା ମହଙ୍ଗାmahabharatanewsSeptember 21, 2021 by mahabharatanewsSeptember 21, 20210191 (ସମ୍ବଲପୁର) ; ୟୁଟ୍ୟୁବ ବର୍ତ୍ତମାନର ଟ୍ରେଣ୍ଡ ହୋଇଗଲାଣି । ଆଉ ସବୁ ବୟସର ବର୍ଗ ଏହି ୟୁଟ୍ୟୁବ ପ୍ରତି ବେଶ ଆକୃଷ୍ଟ । ୟୁଟ୍ୟୁବରେ ବିଭିନ୍ନ ଜିନିଷ ପୋଷ୍ଟ କରାଯାଇଥାଏ । ତେବେ ଜଣେ...
ଅପରାଧଓଡିଶାଅଜଗରକୁ ନେଇ ଯାଉଥିବା ବେଳେ ପଡିଗଲେ ବନବିଭାଗଙ୍କ ହାବୁଡରେmahabharatanewsSeptember 21, 2021 by mahabharatanewsSeptember 21, 20210163 (ବାଙ୍କୀ) ; ଏକ ୭ ଫୁଟର ଅଜଗରକୁ ଧରି ପଳାଇବା ସମୟରେ ଧରାପଡିଗଲେ ବନ ବିଭାଗଙ୍କ ହାତରେ । ଆଉ ତାପରେ ସାପକୁ ହସ୍ତାନ୍ତର କଲେ ବନ ବିଭାଗକୁ । ସୂଚନାଅନୁଯାୟୀ ବାଙ୍କୀ ଭେଡା...
ବିଶ୍ୱ୨୪ରେ ମୋଦି ବାଇଡେନ ଭେଟଘାଟ: ଆତଙ୍କବାଦ ଉପରେ ହେବ ଆଲୋଚନାmahabharatanewsSeptember 21, 2021 by mahabharatanewsSeptember 21, 20210139 ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୱାଶିଂଟନରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ଆତଙ୍କବାଦ ରୋକିବା ତଥା ଆତଙ୍କବାଦ ମୁକାବିଲା ପାଇଁ ଉପାୟ ବିଷୟରେ...
ଓଡିଶାମଞୁଳା ମୁହଁରେ ହସmahabharatanewsSeptember 21, 2021 by mahabharatanewsSeptember 21, 20210154 (କଟକ) ; ୪ ମାସର କଷ୍ଟ ପରେ ଏବେ ମୁହଁରେ ହସ ଫୁଟିଛି । ମତେ ମେଡିକାଲ ନିଅ ନହେଲେ ମତେ ମାରିଦିଅ , କହୁଥିବା ମଞୁଳା ମୁହଁରେ ଏବେ କୌଣସି କଷ୍ଟ ନାହିଁ...
ଅପରାଧଭାରତନିଷ୍ଠୁର ସାଜିଲେ ବାପା ମାmahabharatanewsSeptember 21, 2021 by mahabharatanewsSeptember 21, 20210162 (ହାଇଦ୍ରାବାଦ) ; ବାପା ମା ସନ୍ତାନଙ୍କ ପାଇଁ ବେଶ ଯତ୍ନବାନ ହୋଇଥାନ୍ତି । ଏବଂ ସନ୍ତାନର କଷ୍ଟ ମଧ୍ୟ ସହ୍ୟ କରିପାରନ୍ତି ନାହିଁ । କିନ୍ତୁ ଏକ ୩ବର୍ଷର ଝିଅ ଖାଇଲାନି ବୋଲି ବାପା...