ଓଡିଶାଝିମିଟି ଖେଳରୁ ମହାଭାରତmahabharatanewsJuly 29, 2021 by mahabharatanewsJuly 29, 20210237 (କଳାହାଣ୍ଡି) ; କୁହାଯାଏ କ୍ରୋଧ ମଣିଷର ପରମ ଶତ୍ରୁ । ଆଉ ଏହି କ୍ରୋଧ ମଣିଷକୁ ହତ୍ୟାକାରୀ ସଜେଇଦିଏ । ସାମାନ୍ୟ କଳହରୁ ୧୦ ବର୍ଷର ନାବାଳକର ଗଲା ଜୀବନ । ଏମିତି ଏକ...
ଓଡିଶାଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସmahabharatanewsJuly 29, 2021 by mahabharatanewsJuly 29, 20210167 (ଭୁବନେଶ୍ୱର) ; ପ୍ରତିବର୍ଷ ଆଜିର ଦିନରେ ଜନସଚେତନ କରିବା ଉଦ୍ଦେଶ୍ୟ ପାଇଁ ଏବଂ ବିଶ୍ୱବ୍ୟାପୀ ବାଘ ସଂଖ୍ୟା କମିଯିବାକୁ ନେଇ ଚିନ୍ତା ପ୍ରକଟ କରାଯାଇ ବାଘମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜନସଚେତନ ସୃଷ୍ଟି କରିବା...
ଓଡିଶାବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗmahabharatanewsJuly 29, 2021 by mahabharatanewsJuly 29, 20210234 (କେନ୍ଦ୍ରାପଡା) ; ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ ଦେଖିବାକୁ ମିଳିଛି । ଏହାକୁ ନେଇ ପରିବେଶପ୍ରେମୀ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ବିରଳ ପ୍ରଜାତିର ପକ୍ଷି କେନ୍ଦ୍ରାପଡା ଜିଲ୍ଲା ଉପକୂଳବର୍ତ୍ତୀ...
ଓଡିଶାପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳmahabharatanewsJuly 28, 2021 by mahabharatanewsJuly 28, 20210180 (ଭୁବନେଶ୍ୱର) ; ଜୁଲାଇ ୩୧ ତାରିଖ ସଂନ୍ଧ୍ୟା ୬ଟାରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଜୁଲାଇ ୩୧ ପରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବା...
ଓଡିଶାମୃତ୍ୟୁ ଏମିତିବି ଆସେmahabharatanewsJuly 28, 2021 by mahabharatanewsJuly 28, 20210196 (ବାଲେଶ୍ୱର) ; ବାଟରେ ଜଗିଥିଲା ମୃତ୍ୟୁ । ବିଲେଇ କାମୁଡା ଇଂଜେକ୍ସନ ନେବାକୁ ମେଡିକାଲ ଯିବାପାଇଁ ଲିପ୍ଟ ମାଗିଥିଲେ ମହିଳା ଜଣକ । ତେବେ ମେଡିକାଲ ଯିବା ସମୟରେ ବାଇକରୁ ଖସି ପଡିଥିଲେ ମହିଳା...
ଓଡିଶାପ୍ରେମରେ ଖାଇଲେ ଧୋକ୍କା ! ଆଉ କରିବାକୁ ଯାଉଥିଲେ କିଛି ଏପରି ….mahabharatanewsJuly 28, 2021 by mahabharatanewsJuly 28, 20210207 (ଭୁବନେଶ୍ୱର) ; ଏହି କରୋନା ମହାମାରି ସମୟରେ ଅଧୀକ ହତ୍ୟା ଆତ୍ମ ହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି । ରୋଜଗାର ହରାଇ ତ ଆଉ କେଉଁଠି ପାରିବାରିକ କଳି ତ ପୁଣି କୋଉଠି...
Uncategorizedକୂଅ ଖୋଳୁ ଖୋଳୁ ମିଳିଲା ମୁଲ୍ୟବାନ ପଥରmahabharatanewsJuly 28, 2021 by mahabharatanewsJuly 28, 20210157 (ନୂଆଦିଲ୍ଲୀ) ; କୂଅ ଖୋଳିବା ସମୟରେ ମିଳିଲା ମୂଲ୍ୟବାନ ନୀଳା ପଥର । ଏହାର ଓଜନ ପ୍ରାୟ ୫୧୦ କେଜି ହୋଇଥବା ଅନୁମାନ କରାଯାଉଛି । ଶ୍ରୀଲଙ୍କାର କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ସେଠାରେ...
ଓଡିଶାଫ୍ରି ଫାୟାର ହେଲା କାଳmahabharatanewsJuly 28, 2021 by mahabharatanewsJuly 28, 20210180 (ତେଲକୋଇ) ; ଗେମ ଆଜିକାଲିର ପିଲାଙ୍କ ପାଇଁ ଏକ ଟ୍ରେଣ୍ଡ ହୋଇଗଲାଣି । ଆଉ ଏହି ଖେଳ କେତେକଙ୍କ ଜୀବନ ମଧ୍ୟ ନେଇଛି । ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଦଶମ ଶ୍ରେଣୀ...
Uncategorizedସିଙ୍ଗଡା ଦାମ କୁ ନେଇ ମହାଭାରତmahabharatanewsJuly 27, 2021 by mahabharatanewsJuly 27, 20210158 (ଭୋପାଳ) ; ସିଙ୍ଗଡା ନେଲା ଜୀବନ । ସାମାନ୍ୟ ଏକ ସିଙ୍ଗଡା ପାଇଁ ସୃଷ୍ଟି ହୋଇଥିଲା ମହାଭାରତ । ନିଜ ଦେହରେ ନିଆଁ ଲାଗାଇ ଅତ୍ମ ହତ୍ୟା କଲେ ଯୁବକ । ଏଭଳି ଏକ...
ଓଡିଶାମୁମ୍ବାଇରେ ଚମକିଲେ ଦୁଇ ଓଡିଆ ସୁନ୍ଦରୀmahabharatanewsJuly 27, 2021 by mahabharatanewsJuly 27, 20210271 (ଭୁବନେଶ୍ୱର) ; ଗ୍ଲାମର ଦୁନିଆରେ ପୁଣି ନିଜର ଚମକ ଦେଖାଇଲେ ଦୁଇ ଓଡିଆ ସୁନ୍ଦରୀ । ମୁମ୍ବାଇ ଅନ୍ଧେରୀ ଓେଷ୍ଟଠାରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆନ୍ ଷ୍ଟାର୍ସ୍ ଆୱାର୍ଡ- ଗ୍ଲୋବାଲ୍ ଇଣ୍ଡିଆ ଡିଭାଇନ୍ ଫ୍ୟାସନ୍ ସୋ’...