ଓଡିଶାପୁଅ ପାଇଁ ବିଷ ଖାଇବାକୁ ଧମକ ଦେଲା ମାmahabharatanewsJuly 27, 2021 by mahabharatanewsJuly 27, 20210181 (ଭୁବନେଶ୍ୱର) ; “ ମୋ ପୁଅ ଯଦି ପରୀକ୍ଷା ନଦିଏ ତେବେ ମୁ ଆଉ ମୋ ପୁଅ ଆତ୍ମହତ୍ୟା କରିବ” ଏମିତି କିଛି କହି ନିଜ ପୁଅ ପାଇଁ ସ୍କୁଲ ଆଗରେ ଧାରଣାରେ ବସିଛି...
ଓଡିଶାସୌମଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଓ ଏସଆଇଟି ତଦନ୍ତ ଦାବିmahabharatanewsJuly 27, 2021 by mahabharatanewsJuly 27, 20210197 (ଭୁବନେଶ୍ୱର) ; ପାରେଳାଖେମୁଣ୍ଡି ଏସିଏଫ ସୌମ୍ୟରଞନଙ୍କ ମୃତ୍ୟୁ ଘଗଟଣାର ତଦନ୍ତ ଯେତେ ଆଗକୁ ଯାଉଛି ସେତେ ନୂଆ ନୂଆ ନାଁ ସାମ୍ନାକୁ ଆସୁଛି । ସୌମ୍ୟ ମୃତ୍ୟୁ ଘଟଣାରେ ଗତକାଲି ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା...
ଅପରାଧସ୍ତ୍ରୀ କରୁଥିଲା ରାସଲିଳା ! ପହଞ୍ଚିଗଲା ସ୍ୱାମୀ ତାପରେ …..mahabharatanewsJuly 27, 2021 by mahabharatanewsJuly 27, 20210166 (କେରଳ) ; ସ୍ତ୍ରୀ ଲୁଚି ଲୁଚି କରୁଥିଲା ରାସଲୀଳା ! ସ୍ୱାମୀ ପହଞ୍ଚିଗଲେ ଜାଗା ଉପରେ ଆଉ ସ୍ତ୍ରୀର ପ୍ରେମିକର ପ୍ରାଇଭେଟ ପାର୍ଟରେ ଗୁଳି ମାଡ କଲେ । ଏମିତି ଏକ ଅଭାବନୀୟ ଘଟଣା...
ଓଡିଶାକଟକଣାକୁ ଧୂଆଁରେ ଉଡେଇଦେଲେ ବିଧାୟକmahabharatanewsJuly 26, 2021 by mahabharatanewsJuly 26, 20210235 (ବ୍ରହ୍ମପୁର) ; କଥାରେ ଅଛି ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞାମ ଜିଲ୍ଲା ସୋରଡା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କ୍ଷେତ୍ରରେ ।...
ଖେଳଭୁତ ରୋକିଦେଲା ମ୍ୟାଚmahabharatanewsJuly 26, 2021 by mahabharatanewsJuly 26, 20210240 (ନୂଆଦିଲ୍ଲୀ) ; ଭୂତ ରୋକିଦେଲା ଆନ୍ତର୍ଜାତୀୟ ମ୍ୟାଚ । କଥାଟା ଅବିଶ୍ୱସନିୟ ଲାଗୁଥିଲେ ବି କଥାଟା ସତ । ସାଧାରଣତଃ କୌଣସି କାରଣରୁ କ୍ରିକେଟ ମ୍ୟାଚ୍ ବିଭିନ୍ନ କାରଣରୁ ରୋକି ଦିଆଯାଏ । କିନ୍ତୁ...
ଓଡିଶାଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ,mahabharatanewsJuly 26, 2021 by mahabharatanewsJuly 26, 20210161 (ଭୁବନେଶ୍ୱର) ; ପାରେଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞନ ମହାପତ୍ରଙ୍କ ମୃତ୍ୟୁ ମମଲାରେ ଅସିଲା ସୌମ୍ୟରଞନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ସୌମ୍ୟଙ୍କ ପରିବାରକୁ ଦିଆଗଲା ପୋଷ୍ଟମର୍ଟମ ରିପୋର୍ଟ । ମର୍କତନଗର ନଗର ଥାନରୁ ପୋଷ୍ଟମର୍ଟମ ରିପୋର୍ଟ ନେଲେ...
ଅପରାଧଓଡିଶାଛାଡପତ୍ରଦେଲା ପରେ ମାଲିକ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମmahabharatanewsJuly 26, 2021 by mahabharatanewsJuly 26, 20210204 (ବାଲେଶ୍ୱର) ; ସ୍ତ୍ରୀକୁ ଛାଡପତ୍ର ଦେଲା ପରେ ବି ସ୍ତୀକୁ ମାଲିକ ସହ ମିଶି ଦୁଷ୍କର୍ମ କଲା ସଇତାନ ସ୍ୱାମୀ । ହେଲେ ଏତିକିରେ ରାଗ ଥମି ନଥିଲା। କାହିଁକି ସୁନ୍ଦର ଦେଖାଯାଉଛି କହି...
ଓଡିଶାବିଦ୍ୟାଙ୍କ ୩ ନମ୍ବର ଚିଠିରେ ଅକ୍ଷୟଙ୍କ ନାଁmahabharatanewsJuly 26, 2021 by mahabharatanewsJuly 26, 20210176 (ଭୁବନେଶ୍ୱର) ; ପାରେଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୁଆ ମୋଡ ନେଉଛି । ଏବେ ସାମ୍ନାକୁ ଅ।।ସିଛି ବିଦ୍ୟାଙ୍କ ତିନି ନମ୍ବର ଚିଠି । ସେଥିରେ ଲେଖାଥିବା ଅକ୍ଷୟ...
ଅପରାଧଓଡିଶାନାବାଳିକା ସହ ଶାରୀରିକ ସମ୍ପର୍କ ! ଏବେ ଭିଡିଓ ଭାଇରାଲmahabharatanewsJuly 26, 2021 by mahabharatanewsJuly 26, 20210196 (ସାଲେପୁର) ; ପ୍ରଥମେ ପ୍ରେମ ତାପରେ ବିବାହର ପ୍ରଲୋଭନ ଦଖୋଇ ଶାରୀରିକ ସମ୍ପର୍କ ଆଉ ବିବାହ କରିବାକୁ କହିବାରୁ ଭିଡିଓ ଭାଇରାଲ କଲା ଯୁବକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...
ଓଡିଶାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତ ଦେହmahabharatanewsJuly 26, 2021 by mahabharatanewsJuly 26, 20210242 (କରଞିଆ) ; ନଦୀରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଛି , ତାହା ହତ୍ୟା ନା ଆତ୍ମହତ୍ୟା ଜଣା ପଡିନାହିଁ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ ଜିଲ୍ଲା ରୁରୁଆଂ...