ଓଡିଶାଟୋଲବ୍ରାହ୍ମଣୀ ଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତmahabharatanewsMarch 3, 2026 by mahabharatanewsMarch 3, 202605 କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ରତ୍ନକୁଟୀର ମହିମା ଅଲେଖ ଲତା ଆଶ୍ରମ ଟୋଲବ୍ରାହ୍ମଣୀ ଗ୍ରାମ ଠାରେ ୬୮ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ବୈଦ ରାଜ ପବିତ୍ର...
ଓଡିଶାଜୟପାଟଣା ଚାଲିଛି ୫୬ ପ୍ରହର ଅଖଣ୍ଡ ନାମଯଜ୍ଞmahabharatanewsFebruary 10, 2026 by mahabharatanewsFebruary 10, 202608 ଜୟପାଟଣା ମହାବୀରପଡା ନାମଯଜ୍ଞ କମିଟି ଆନୁକୂଲ୍ୟରେ ୫୬ ପ୍ରହର ଅଖଣ୍ଡ ନାମଯଜ୍ଞ ଆୟୋଜନ କରାଯାଇଛି।ଗତ ୫ତାରିଖ ଭବ୍ୟ କଲସଯାତ୍ର ଶୋଭାଯାତ୍ରାରେ ହୋଇଥିବା ବେଳେ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ...
ଓଡିଶାସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀmahabharatanewsJanuary 26, 2026 by mahabharatanewsJanuary 26, 2026011 ଆଜି ୭୭ତମ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଭବାନୀ ପାଟଣା ଆସିଥିଲେ । ତାପରେ କଳାହାଣ୍ଡିର ମୁଖ୍ୟ ଦ୍ୱାର କେସିଙ୍ଗାରେ ଗୋଟେ...
ଓଡିଶାଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଶେଷ ସମାପନmahabharatanewsJanuary 7, 2026 by mahabharatanewsJanuary 7, 2026010 କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ୪ ଜାନୁଆରୀ, ରୁ ୭ ଜାନୁଆରୀ ୨୦୨୬ ଉଯାପିତ ହୋଇଥିବାରୁ ଆଜି ହେଇଛି ସମାପନ ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆଜି...
ଓଡିଶାପର୍ବ ପର୍ବାଣିପାଳିତ ହେଲା ଆଦିବାସୀଙ୍କ ଟୋକିମରା ପର୍ବ, ହଜାର ହଜାର ଜନ ସମାଗମmahabharatanewsDecember 28, 2025 by mahabharatanewsDecember 28, 2025016 କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଚିର୍କା, ଭେଜିଗୁଡା ଓ ତୁମରିଖୋଲରେ ପାଳିତ ହୋଇଛି ଆଦିବାସୀଙ୍କ ଅନନ୍ୟ ପର୍ବ ଟୋକିମରା ପର୍ବ। ଚିର୍କାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଆଦିବାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।...
ଓଡିଶାହ୍ୟୁମାନ ସାଗରଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ସହ କ୍ୟାଣ୍ଡେଲ ଯାତ୍ରାmahabharatanewsNovember 26, 2025 by mahabharatanewsNovember 26, 2025025 କଲାକାର ଜଗତରେ ନିଜ କଣ୍ଠସ୍ୱର ଏତେ ସୁନ୍ଦର ଭାବରେ ସଂଗୀତ ଜଗତରେ ନିଜ ନାଁ ରଖିଥିଲେ । ଆଜି ମଧ୍ୟ୍ୟ ଓଡିଶାବାସି ଝୁରି ହେଉଛନ୍ତି । କାହିଁକିନା ହ୍ୟୁମାନ ସାଗରଙ୍କ ତାଙ୍କ ଗୀତ ସାରା...
ଓଡିଶାଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସmahabharatanewsNovember 17, 2025 by mahabharatanewsNovember 17, 2025045 ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ସ୍ଥାନୀୟ ପର୍ଶୁରାମ ପେଲେସ ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ସମାରୋହର ସହ ପାଳିତ ହୋଇଯାଇଛି। ଏସୋସିଏସନ ର ବରିଷ୍ଠ ସଦସ୍ୟ ସୁଶୀଲ ନାଏକ...
ଓଡିଶାକଳାହାଣ୍ଡିରେ ପାଳିତ ହୋଇଯାଇଛି ଜାତୀୟ ପ୍ରେସ ଦିବସmahabharatanewsNovember 16, 2025 by mahabharatanewsNovember 16, 2025054 କଳାହାଣ୍ଡି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ, ଭବାନୀପାଟଣା ଜିଲ୍ଲାପାଳ ସଦଭାବନା ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା। ସଭାରେ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପାଓ୍ବାର ପ୍ରକାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ, ଜିଲ୍ଲାର ବରିଷ୍ଠ...
ଓଡିଶାଶ୍ରୀକ୍ରିଷ୍ଣାନଗର ପଡ଼ିଆରେ ଜନସଭା ସମ୍ବୋଧନ କରିବେ ନବୀନ ପଟ୍ଟନାୟକmahabharatanewsMay 6, 2024 by mahabharatanewsMay 6, 20240106 (କଳାହାଣ୍ଡି) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ...
ଓଡିଶାଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ, ରାସ୍ତାରେ ୫ଫୁଟର ପାଣିmahabharatanewsMarch 4, 2024 by mahabharatanewsMarch 4, 20240119 (କଳାହାଣ୍ଡି) : ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବନ୍ଧ । କଲମପୁର ବ୍ଲକ ଦେପୁର ନିକଟରେ ୪୦ଫୁଟ ଘାଇ ସୃଷ୍ଟି ହୋଇଛି । ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି ।...