ଓଡିଶାଉଦଳା ୟୁନିକ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସmahabharatanewsNovember 17, 2025 by mahabharatanewsNovember 17, 20250108 ଉଦଳା ଠାରେ ଜାତୀୟ ପ୍ରେସ ଦିବସ ୟୁନିକ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି। ଉପଜିଲ୍ଲାପାଳ, ଡେପୁଟି କଲେକ୍ଟରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅତିଥି ଭାବେ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନ...
ଓଡିଶାକାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତmahabharatanewsNovember 17, 2025 by mahabharatanewsNovember 17, 2025099 ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଏମ୍ଇ ସ୍କୁଲଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଆଧୁନିକ ଯୁଗରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋଚନା...
ଓଡିଶାଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସmahabharatanewsNovember 17, 2025 by mahabharatanewsNovember 17, 20250101 ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ସ୍ଥାନୀୟ ପର୍ଶୁରାମ ପେଲେସ ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ସମାରୋହର ସହ ପାଳିତ ହୋଇଯାଇଛି। ଏସୋସିଏସନ ର ବରିଷ୍ଠ ସଦସ୍ୟ ସୁଶୀଲ ନାଏକ...
ଓଡିଶାଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳନmahabharatanewsNovember 17, 2025 by mahabharatanewsNovember 17, 20250118 ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି ଜାତୀୟ ସାମ୍ବାଦିକତା ଦିବସ । ସାମ୍ବାଦିକ ଦିବସ ହେଉଛି ଜଣେ ସାମ୍ବାଦିକ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ପ୍ରତିବର୍ଷ ପରି ଚଳିତ ବର୍ଷ ...
ଓଡିଶାଅନୁଗୋଳ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତmahabharatanewsNovember 17, 2025 by mahabharatanewsNovember 17, 20250106 ଅନୁଗୋଳ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପ୍ରେସ କ୍ଲବ ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ପ୍ରେସ୍ ଦିବସ ପ୍ରତେକବର୍ଷ ୧୬ ନଭେମ୍ବରରେ ପାଳନ କରାଯାଏ। ୧୯୬୬ ମସିହାରେ “ପ୍ରେସ୍ କଉନସିଲ୍ ଅଫ୍ ଇଣ୍ଡିଆ”...
ଓଡିଶାକଳାହାଣ୍ଡିରେ ପାଳିତ ହୋଇଯାଇଛି ଜାତୀୟ ପ୍ରେସ ଦିବସmahabharatanewsNovember 16, 2025 by mahabharatanewsNovember 16, 20250113 କଳାହାଣ୍ଡି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ, ଭବାନୀପାଟଣା ଜିଲ୍ଲାପାଳ ସଦଭାବନା ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା। ସଭାରେ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପାଓ୍ବାର ପ୍ରକାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ, ଜିଲ୍ଲାର ବରିଷ୍ଠ...
ଓଡିଶାମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଭିନ୍ନ ପ୍ରୟାସ “ ଶିଶୁଟିଏକୁ ଗଛଟିଏ “mahabharatanewsNovember 16, 2025 by mahabharatanewsNovember 16, 2025086 ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ନେଇ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଭିନ୍ନ ପ୍ରୟାସ “ଶିଶୁ ଟିଏ କୁ ଗଛ ଟିଏ” । ରାୟଗଡା ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ...